ଜବତ ହେଲା କୋଟିଏ ଟଙ୍କାର ଧଳା ଜହର, ୩ ଗିରଫ
ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ୍ ଚାଲିଛି ଧଳା ଜହର କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନକୁ ଦିନ ସକ୍ରିୟ ହେଉଛନ୍ତି ଧଳା ଜହର ବେପାରୀ । ଆଜି ଜଟଣୀରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣା ସ୍ଥଳରୁ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ । ସୂଚନା…
Read More...
Read More...