Browsing Tag

Narasingh Mishra

ଦ୍ରୈପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ: ନରସିଂହ

ଭୁବନେଶ୍ୱର:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଭଲ ବିଧାୟିକା ଓ ମୁଁ…
Read More...

ଶୂନ୍ୟକାଳରେ ତୈଳ, ଶିକ୍ଷକ ଓ ବିଧାନସଭାରେ ପଦବି ଖାଲିର ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ବିଧାନସଭାର ଶୁନ୍ୟକାଳରେ ବିରୋଧି ଦଳ ନେତା ନରସିଂହ ମିଶ୍ର ସାଲେପୁରକୁ ଏନସି ପ୍ରସଙ୍ଗ, ତୈଳଦର ବୃଦ୍ଧି ଓ ଶିକ୍ଷକ ମାନଙ୍କ କଳା ଦିବସ ପାଳନ, ବିଧାନସଭା ସଚ୍ଚିବାଳୟରେ ଖାଲି ପଡିଥିବା ପଦବି ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦିନକୁ ଦିନ…
Read More...