Browsing Tag

Narasimha Mishra

ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ଆଇନ ଅଣାଯାଉ ; ନରସିଂହ ମିଶ୍ର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଇ ଆଇନ ଅଣାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର | ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ଦାବି ମାନିଲେ ସମସ୍ୟାର ସମାଧାନ ହୋଇଯିବ | ବିଜେପିର ଅସଲ ମୁଖା ଖୋଲିଯାଇଛି | ସେ ଆହୁରି ମଧ୍ୟ…
Read More...

ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି : ନରସିଂହ ମିଶ୍ର

ଭୁବନେଶ୍ୱର : ବିଲ ଆଲୋଚନା ପୂର୍ବରୁ ବିଧାୟକ ମାନଙ୍କୁ ସେଇ ବିଲର ଡ଼କ୍ୟୁମେଣ୍ଟ ଦିଆଯାଉନି । ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡ଼ ଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟ କାଳରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ…
Read More...