Browsing Tag

Nandankanan

ନୂଆବର୍ଷ ପୂର୍ବରୁ ନନ୍ଦନକାନନରୁ ଆସିଲା ଖୁସି ଖବର, ମା’ ହେଲା ବାଘୁଣୀ ‘ଜୟଶ୍ରୀ’

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଛି ଏକ ବିରଳ ଘଟଣା। ମାତ୍ର ୩୪ ମାସ ବୟସରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଯଦିଓ ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ବାଘୁଣୀ ଭାବେ ‘ଜୟଶ୍ରୀ ରେକର୍ଡ କରିଛି, ତେବେ ଅପ୍ରାପ୍ତବୟସ୍କ ମା’ ହେତୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି।…
Read More...

ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ଧଳା ବାଘ ଶାବକ

ଭୁବନେଶ୍ଵର: ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ । ଜନ୍ମ ହେବାର ଅଢ଼େଇ ମାସ ପରେ ଧଳା ଶାବକର ମୃତ୍ୟୁ ହୋଇଛି । ତେବେ ଜନ୍ମରୁ ଅସୁସ୍ଥ ଥିଲା ବାଘ ଛୁଆଟି । ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା । ଏହାସହିତ କାନରେ ସଂକ୍ରମଣ ହେବା ସହ ଝାଡ଼ାରେ ରକ୍ତ ପଡ଼ୁଥିଲା । ପ୍ରାଣୀ…
Read More...

ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ଭୁବନେଶ୍ଵର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା। ଏମାନଙ୍କ…
Read More...

ନନ୍ଦନକାନନକୁ ଆସିବ ଚିତା ବାଘ : PCCF ସୁଶାନ୍ତ ନନ୍ଦଙ୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତାବାଘ । ଜାନୁଆରୀ ମାସରେ ଆସିବ ଚିତା । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ଚିତା ବାଘ । କେବଳ ଚିତା ବାଘ ନୁହେଁ ଦୁଇ ଧଳା ସିଂଘ ଶବକକୁ ମଧ୍ୟ ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ…
Read More...

ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି : ପ୍ରଥମ ଥର ୨ଟି ୱାଲବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ

ଭୁବନେଶ୍ୱର : ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ନୂଆ ଅତିଥି । ପଥମଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଓ ୨ଟି ୱାଲାବି ଆସିଛି ।ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି ।…
Read More...

ଏଥର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଥର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ । ଆଜି ନନ୍ଦନକାନନ ପଅ୍ରାଣୀ ଉଦ୍ୟାନରେ ରୋପଓ୍ବେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏଠାରେ ପର୍ଯ୍ୟଟକ ମାନେ କାଲିଠୁ ରୋପଓ୍ବେର…
Read More...

ହ୍ୱାଟସଆପରେ ନନ୍ଦନକାନନ ଟିକେଟ ବୁକିଂ : ଘରେ ବସି କରିବେ ଟିକେଟ ବୁକିଂ

ଭୁବନେଶ୍ବର : ଟିକେଟ୍ କାଟିବାକୁ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଏଣିକି ହ୍ୱାଟସ୍ ଆପ୍ ରେ ହୋଇପାରିବ ଟିକେଟ୍ । ନନ୍ଦନକାନନରେ ଡିଜିଟାଲ୍ ବୁକିଂ ଆରମ୍ଭ ହୋଇଛି। ଗତ ଶନିବାର ହ୍ୱାଟସ୍ ଆପ୍ ବେସଡ୍ ଟିକେଟ ବୁକିଂ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।…
Read More...

ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ଭୁବନେଶ୍ୱର: ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ । ଅପରାହ୍ନରେ ବାଘ ଦେଖିବାକୁ ଏକ ସଫାରୀ ବସ ଯାଇଥିଲା । ସେହି ବସଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଖାଇକୁ ଖସି ପଡିଥିଲା । ସୂଚନା ଅନୁସାରେ ନନ୍ଦନକାନନରେ ବାଘ ସଫାରୀକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା…
Read More...

ନନ୍ଦନକାନନରେ ବିରଳ ଗିବନ ମାଙ୍କଡ ଓ ଚିତା ବିରାଡି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି । ଅରୁଣାଚଳ ପ୍ରଦେଶରୁ ବିରଳ ଗିବନ ମାଙ୍କଡ ଓ ଚିତା ବିରାଡିକୁ ନନ୍ଦନକାନନ ଅଣାଯାଇଛି । ଏମାନଙ୍କୁ ବାଘ ସୋହିନୀ ଓ ରକି ପ୍ରତି ବଦଳରେ ଅଣାଯାଇଥିବା କୁହାଯାଉଛି । ହୁଲକ ଗିବନ ଓ ଚିତା ବିରାଡିଙ୍କୁ ଆଣିବା ପାଇଁ ଗତ ୧୪ ତାରିଖରେ…
Read More...

ନନ୍ଦନକାନନ ରେ ଚନ୍ଦକା ଜଙ୍ଗଲୀ ଦନ୍ତା

ଭୁବନେଶ୍ୱର: ପ୍ରାଣୀଉଦ୍ୟାନ ର ପଛପଟ ଗେଟ ର ପାଚେରୀ ଭାଙ୍ଗି ପଶିଲା ଜଙ୍ଗଲୀ ହିଂସ୍ର ଦନ୍ତା ହାତୀ, ହାତୀ ଟି ସିଂହ ସଫାରୀ ପଛପଟେ ରହିଥିବା ବେଳେ ହାତୀ କୁ ଘଉଡ଼େଇବା ପାଇଁ ୪ଟି ବନବିଭାଗ ଟିମ ର ୪୦ଜଣ ବନ କର୍ମଚାରୀ ନିୟୋଜିତ । ଯେପରି କି ଜୁ ର କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଗୁରୁତ୍ୱ…
Read More...