ଅନୁଗୁଳର ନାଲକୋ ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ
ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କର ସଠିକ ଲାଲନପାଳନ, ଶିକ୍ଷା ଓ ସୁଖମୟ ଶୈଶବ ହେଉଛି ଏକ ସୁନ୍ଦର ସମାଜ ଗଠନର ଆଧାର। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଭାରତରେ ଶିଶୁ ଦିବସ ପାଳନ କରାଯାଏ। ଏହି ଦିନଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିବସ,…
Read More...
Read More...