Browsing Tag

Nabarangapur

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

ନବରଙ୍ଗପୁର : କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ। କାମ କର ନଚେତ ମାଲକାନଗିରି ବଦଳି ହୁଅ । ମହାନଗର ନିଗମ କର୍ମଚାରୀଙ୍କୁ କଟକ ନୂତନ ମେୟର ସୁବାସ ସିଂଙ୍କ ମନ୍ତ୍ୟବ୍ୟ ବର୍ତ୍ତମାନ ବିବାଦ ବଢ଼ିବାରେ ଲାଗିଛି । ମାଲକାନିଗିରିକୁ କଳାପାଣି ଭଳି…
Read More...

ବିଡିଓ ବିଧାୟକ କଥା କଟାକଟି

ନବରଙ୍ଗପୁର : ବିଡିଓ ବିଧାୟକ କଥା କଟାକଟି । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି । ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ…
Read More...

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ୪ ଆହତ

ନବରଙ୍ଗପୁର/ଟୁକୁନା ଖୁରା : ଚାଲୁଥିବା ବେଳେ ଚକା ବାହାରି ଓଲଟିଲା ଆମ୍ବୁଲାନ୍ସ, ଦୁର୍ଘଟଣାରେ ୪ ଆହତ ୪ଆହତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରୁ କୋଷାଗୁମୁଡା ଯିବା ରାସ୍ତାର ତଣ୍ଡାଗୁଡା ଗ୍ରାମ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇ ୪ ଆହତ ହୋଇଛନ୍ତି। ସୂଚନାମୁତାବକ…
Read More...

ଗଛରେ ପିଟି ହେଲା କାର୍

ନବରଙ୍ଗପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ୨ ମୃତ,୨ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁର୍ଲୁଘାଟି ଗ୍ରାମ ନିକଟରେ। ମୃତକ ମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଦିଗିସଲପା ଗ୍ରାମର ରିତିକ ବିଷୋୟୀ, ଉଦୟପୁର ଗ୍ରାମର ପ୍ରଦୀପ ଟାକ୍ରି ଏବଂ ଗୁରୁତର…
Read More...

ବିବାହିତା ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡ଼ିଲେ ପ୍ରେମିକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଜ ଅମାନବୀୟ ଘଟଣା। ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ଗ୍ରାମବାସୀ ଦେଇଛନ୍ତି ତାଳିବାନୀ ଷ୍ଟାଇଲରେ ଦଣ୍ଡ। ଏହାର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ…
Read More...

ମୃଦୁ ଭୂମିକମ୍ପ ଅନୁଭବ

ନବରଙ୍ଗପୁର: ( ଟୁକୁନା ଖୁରା) - ଆଜି ସକାଳେ ଝରୀଗାଁ ଏବଂ ଅନ୍ୟାନ୍ୟ ଅଂଚଳ ରେ ମୃଦୁ ଭୂମି କମ୍ପ ଅନୁଭୁତ ହୋଇଛି । ତେବେ ଖବର ମୁତାବକ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଝରୀଗାଁ, ଉମମରକୋଟ, ଡାବୁଗାଁ, ଚନ୍ଦାହାଣ୍ଡି, ରାଇଘର ଏହିସବୁ ଅଂଚଳ ରେ ହୋଇଥିବାର ଜଣା ପଡିଛି।ତେବେ ଝରୀଗାଁ ଅଂଚଳ…
Read More...

ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର

କଳାହାଣ୍ଡି/ନବରଙ୍ଗପୁର: ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର। ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କଳାହାଣ୍ଡି ଓ ନବରଙ୍ଗପୁରରେ କିଛି ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୁତ…
Read More...

ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି ; ପ୍ରକଳ୍ପ ନିର୍ଦ୍ଦେଶକ।

ନବରଙ୍ଗପୁର(ଟୁକୁନା ଖୁରା) ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ୟ୍ୟ।ଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ…
Read More...

ସର୍ଟ ସର୍କିଟ ଯୋଗୁଁ ବିଏସଏଫ୍ ଯବାନ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ୟ୍ୟରତ ବିଏସଏଫ୍ ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି…
Read More...

ନବରଙ୍ଗପୁର ଜିଲ୍ଲା ପର୍ୟ୍ୟବେକ୍ଷକ ସ୍ୱତନ୍ତ୍ର ନୋଡାଲ ଅଫିସରଙ୍କ ଇନ୍ଦ୍ରାବତୀ ଗସ୍ତ

(ଟୁକୁନା ଖରା/ନବରଙ୍ଗପୁର): ମାରାତ୍ମକ କରୋନା ମୁକାବିଲା ନିମନ୍ତେ ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ନୋଡାଲ ଅଫିସର ରସିଦ ଖାଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ସହ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟଦପ୍ତର ଖାତିଗୁଡ଼ାସ୍ଥିତ ପ୍ରକଳ୍ପ ହସ୍ପିଟାଲ ପରିଦର୍ଶନ କରିଛନ୍ତି।୩୨…
Read More...