Browsing Tag

Nabarangapur

ନବରଙ୍ଗପୁରରେ ୭୭ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ

ନବରଙ୍ଗପୁର/ଟୁକୁନା ଖୁରା : ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ…
Read More...

ମୋବାଇଲ ଦୋକାନରେ ଚୋରି କରି ଗିରଫ ହେଲେ ୪ ନାବାଳକ

ନବରଙ୍ଗପୁର/ଟୁକୁନା ଖୁରା: ମୋବାଇଲ ଦୋକାନ ରେ ଚୋରି କରି ଗିରଫ ହେଲେ ୪ ନାବାଳକ । ମୋବାଇଲ ଦୋକାନ ରେ ଚୋରି କରି ପୋଲିସ ହାତ ରେ ଧରପଡିଲେ ୪ ନାବାଳକ ଏବେ ସମସ୍ତ ନାବାଳକ ଙ୍କୁ ଧରିବାରେ ସଫଳ ହୋଇଛି ଡାବୁଗାଁ ପୋଲିସ । ଆଜି ଏଭଳି ଏକ ଚୋରି ର ଖୁଲାସା କରିଛନ୍ତି ଜିଲ୍ଲା ଏସ୍ପି , ଏନେଇ ପ୍ରେସ…
Read More...

ବିନା ଛୁଟିରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା ୨୪ ଶିକ୍ଷକ ବହିଷ୍କୃତ

ନବରଙ୍ଗପୁର: ବହିଷ୍କୃତ ହେଲେ ୨୪ ଶିକ୍ଷକ | ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭି‌ଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରନ୍ତି। ୨୦୧୦ରୁ ଚାକିରି ପାଇଥିବା ୨୪…
Read More...

ଅଟୋ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର : ଅଟୋ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ନବରଙ୍ଗପୁର ନୁଆଁ ବସଷ୍ଟାଣ୍ଡ ପଛରେ ଥିବା ଲୋହରା ଶାଳ ନିକଟରେ ଏକ ଅଟୋ ମଧ୍ୟରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ସହରର ମେଦ୍ରୀ ସାହିର ପି.ମାଣିକାଣ୍ଟା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତ…
Read More...

ଠିକାରୁ ମୁକ୍ତି ସ୍ଥାୟୀ ନିଯୁକ୍ତି ପାଇଁ ସ୍ଲୋଗାନ

ନବରଙ୍ଗପୁର /ମନୋଜ କୁମାର ନାୟକ : ଠିକାରୁ ମୁକ୍ତି ସ୍ଥାୟୀ ନିଯୁକ୍ତି । ଚତୁର୍ଥ ଶ୍ରେଣୀ ମେଡିକାଲ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ସକାଶେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀ କଳା ବ୍ୟାଚ୍ଚ ପରିଧାନ କରି ଠିକା ରୁ…
Read More...

ଉମରକୋଟରେ ସାମ୍ବାଦିକ ସଙ୍ଘ ବୈଠକ ଅନୁଷ୍ଠିତ

ନବରଙ୍ଗପୁର / (ପୂର୍ଣ୍ଣଚନ୍ଦ୍ର ନାୟକ ) : ଉମରକୋଟ ସାମ୍ବାଦିକ ସଂଘ ଛାଡଖାଇ ବେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ହିମାଚଳ ମାଝୀ,ଶ୍ରୀ ଶୁଭେନ୍ଦୁ ଶବର , ଉମରକୋଟ ଆଇଆଇସ ଶ୍ରୀ ଦୀପକ୍ କୁମାର ଜେନା, ଯୋଗଦେଇ…
Read More...

ମନ୍ଦିର ଯାଇ ଭୋଗ ଖାଇଲା ଭାଲୁ

ନବରଙ୍ଗପୁର/ଟୁକୁନା ଖୁରା: ମନ୍ଦିରରେ କେବଳ ମଣିଷ ହିଁ ଯାଇ ଭଗବାନଙ୍କୁ ଦର୍ଶନ କରି ପୂଜା କରୁଥିବା ଆମେ ଦେଖିଛୁ। କିନ୍ତୁ ଭାଲୁ ମଧ୍ୟ ମନ୍ଦିର ଭିତରକୁ ପଶି ଭଗବାନଙ୍କ ଦର୍ଶନ କରି ଭୋଗ ଖାଇଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା…
Read More...

ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।ଏଥିରେ ଅନୁଷ୍ଠାନର ପ୍ରାନ୍ତ ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ସୁଦର୍ଶନ ଦାସ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ପ୍ରାନ୍ତ ପ୍ରଶାସନିକ…
Read More...

ପାଣିରେ ବୁଡି ଜେଜେ ବାପା ଓ ନାତି ମୃତ

ନବରଙ୍ଗପୁର (ଟୁକୁନା ଖୁରା) :- ପାଣିରେ ବୁଡି ଜେଜେ ବାପା ଓ ନାତିର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅନ୍ତର୍ଗତ କାନାଗୁଡାର ଛଞ୍ଚାଣକୋଟରେ । ତେବେ ଛଞ୍ଚାଣକୋଟ ଠାରେ ଥିବା ଏକ ବନ୍ଧରେ ବୁଡି ଜେଜେ ବାପା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି। ମିଳିଥିବା…
Read More...

ଅଗ୍ନିପଥ ଯୋଜନାକୁ ନେଇ ଭିନ୍ନ ପ୍ରତିବାଦ: ୬୦ କିମି ଦୌଡିଲେ ଯୁବକ

ନବରଙ୍ଗପୁର: ଅଗ୍ନିପଥ ଯୋଜନାକୁ ନେଇ ସାରାଦେଶରେ ପ୍ରତିବାଦର ନିଆଁ ଜଳୁଥିବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷୀ ନଗରର ଯୁବକ ନରେଶ ବିଶ୍ୱାସ ଭିନ୍ନ ପ୍ରତିବାଦ କରିଛନ୍ତି। ଚାକିରି କାଳକୁ ୪ ବର୍ଷକୁ ୧୫ ବର୍ଷ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଉମରକୋଟ ବିଜୁ…
Read More...