Browsing Tag

Naba das death case

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳ ଦାସ୍‌ର ଡିସଚାର୍ଜ ପିଟିସନ୍ ଖାରଜ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା | ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ କରାଯାଇଥିଲା ହାଜର। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ।…
Read More...

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ପୁଅ ବିଶାଲଙ୍କ ଅନୁରୋଧ

ଝାରସୁଗୁଡା : ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମବ୍ରାଞ୍ଚକୁ ଦେଇ ସହଯୋଗ…
Read More...

ନବଙ୍କୁ ମାରିବାକୁ ଲଣ୍ଡା ହୋଇଥିଲା ଗୋପାଳ!

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ଆଉ ଶପଥ ନେବା ପରେ ନବଙ୍କୁ ହତ୍ୟା କରିବାକୁ ବାରମ୍ବାର ପ୍ରୟାସ କରିଚାଲିଥିଲା । କିନ୍ତୁ ସବୁ ପ୍ରୟାସରେ ସେ ବିଫଳ…
Read More...

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା | କୋର୍ଟରେ ହାଜର ଗୋପାଳ ଦାସ

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା | କୋର୍ଟରେ ହାଜର ଗୋପାଳ ଦାସ | ଝାରସୁଗୁଡ଼ା JMFCରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ | ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ହାଜର କରାଗଲା | କଡା ସୁରକ୍ଷା ବଳୟ ଭିତରେ ହାଜର ଗୋପାଳ ଦାସ | ହଜରର କିଛି ସମୟ ଭିତରେ କୋର୍ଟରୁ ବାହାରିଲା…
Read More...

ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ କୁସୁମ ଟେଟେ

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର | ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା | ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ…
Read More...