ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ମୟୁରଭଞ୍ଜ : ୨୨ ବର୍ଷ ଧରି ସେନା ବିଭାଗ ରେ ସୈନିକ ଭାବରେ କାର୍ୟ୍ୟକରି ଚାକିରୀରୁ ଅବସର ନେଇ ନିଜ ଗ୍ରାମକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଛି । ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମର ଅର୍ଜ୍ଜୁନ ମାରାଣ୍ଡିଙ୍କ…
Read More...
Read More...