Browsing Tag

#muscular_baba

ମହାକୁମ୍ଭକୁ ଆସିଗଲେ କି ତ୍ରେତୟାର ପର୍ଶୁରାମ ?

ବ୍ୟୁରୋ : ବଳିଷ୍ଠ ଶରୀର, ଶକ୍ତିଶାଳୀ ବାହୁ, ମୁଖରେ ଚନ୍ଦ୍ରମା ପରି ତେଜ ପାଇଁ ସାଧୁ ଜଣଙ୍କ କୁମ୍ଭ ଯାତ୍ରାରେ ପ୍ରସିଦ୍ଧି ଲାଭ କରିଛନ୍ତି । ‘ମସ୍କୁଳାର ବାବା’ ନାମରେ ଜନମାନସରେ ପରିଚିତ ହୋଇଛନ୍ତି । ୭ ଫୁଟ ଲମ୍ବର ଶରୀରରେ ଗେରୁଆ ବସ୍ତ୍ର ଗଳାରେ ରୁଦ୍ରାକ୍ଷ ମାଳା ଧାରଣ କରିଥିବା ବାବା ।…
Read More...