Browsing Tag

murder

ପ୍ରେମିକାର ହତ୍ୟାକୁ ଲୁଚାଇବା ପାଇଁ ପରିବାରର ୯ ଜଣଙ୍କୁ ହତ୍ୟା କଲା ପ୍ରେମିକ

(ରିପୋଟର୍ସ ଟୁଡେ/ତେଲେଙ୍ଗାନା): ତେଲେଙ୍ଗାନାରେ ୯ ଜଣ ପ୍ରବାସୀଙ୍କ ହତ୍ୟା ଘଟଣାର ରହସ୍ୟ ଖୋଜି ପାଇଛି ତେଲେଙ୍ଗାନା ପୁଲିସ । ଜଣେ ଯୁବକ ଏହି ସବୁ ଘଟଣା ଘଟାଇଛି ଏବଂ ହତ୍ୟା ଘଟାଇବା ପରେ ଶବଗୁଡ଼ିକୁ ଗୋଟିଏ କୂଅରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛି । ଲିଭ୍ ଇନ୍ ରିଲେସନରେ ରହୁଥିବା…
Read More...

ଅନ୍ତର୍ଜାତୀୟ କବାଡି ଖେଳାଳୀଙ୍କୁ ଗୁଳି କରି ହତ୍ୟା

(ରିପୋଟର୍ସ ଟୁଡେ/ପଞ୍ଜାବ): ଅନ୍ତର୍ଜାତୀୟ କବାଡି ଖେଳାଳୀ ଅରବିନ୍ଦରଜିତ୍ ସିଂହ ପଡ୍ଡା ଓରଫ୍ ପହଲୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଅରବିନ୍ଦରଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର କପୁରଥଳା…
Read More...

ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ଟୁକୁନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରେ ଚାଞ୍ଚଲ୍ୟା । ନିଶା ସକ୍ତ ଅବସ୍ଥାରେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛି ସାଙ୍ଗ । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ । ମୃତ ବ୍ୟକ୍ତି ହେଲେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗାଁର ବନୁ ଶବର(୩୦)…
Read More...

ଗଳାକାଟି ଯୁବକକୁ ହତ୍ୟା

(ଖଗେଶ୍ୱର ପିଙ୍ଗୁଆ) ପାଲଲହଡା: ପାଲଲହଡା ଥାନା ଅଧୀନ ମୁକ୍ତାପୁର ଗ୍ରାମେର ରାଧା ସାହିରେ ଏକ ହତ୍ୟା ଘଟଣା ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ଭାଇଜା ନାଏକଙ୍କ ପୁଅ ପ୍ରସନ୍ନ୍ନ ନାଏକ (୨୮) । ଗତକାଲି ସଂଧ୍ୟାରେ ପ୍ରସନ୍୍ନ ତାର ମାମୁଁ ଓ ଅନ୍ୟ କିଛି ସାଙ୍ଗଙ୍କ ସହ କେନାଲକୁ…
Read More...

କାର ଭିତରୁ ମିଳିଲା ମହିଳାଙ୍କ ସନ୍ଦେହ ଜନକ ମୃତ ଦେହ

(ଆଦର୍ଶ ରାଉତ): ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟାଟା ସେଫାରୀ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗିପୁର ପେଟ୍ରୋଲପମ୍ପ ନିକଟ ହନୁମାନ ମନ୍ଦିର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମନଗର…
Read More...

୪୦ ଟଙ୍କା ବାଜି ଜିତି ସବୁଦିନ ପାଇଁ ହାରିଗଲେ ଶାମା ସିଜୋଇ

(ସୌମ୍ୟ ରଂଜନ ସେଠୀ) : ଆପଣ ଶୁଣିଥିବେ ନିଶ୍ଚୟ ଝିମିଟି ଖେଳରୁ ମହାଭାରତ, ପୁଣି ସେମିତି ଏକ ଘଟଣା ନଜରକୁ ଆସିଛି ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଶାମା ସିଜୋଇ। ଗତ ୧୭ ତାରିଖରେ…
Read More...

ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

(ନରୋତ୍ତମ ପଣ୍ଡା): ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡୋଦର୍ହ ଗାଁରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ବ୍ରେଦେହି ଚିରାଗୁନକୁ ସ୍ୱାମୀ ଧବଳେଶ୍ୱର ଟାଙ୍ଗିଆରେ ହାଣି ହତ୍ୟା କରିଛି । ହତ୍ୟା ପରେ ଧବଳେଶ୍ୱର ବେଲପଡା ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ତଦନ୍ତ…
Read More...

ପୁଅକୁ କୋଦଳରେ ହାଣି ହତ୍ୟାକଲା ମା

(ସୌମ୍ୟ ରଂଜନ ସେଠୀ) : ମା ର ମମତା ଅତୁଳନୀୟ , ମା ର ପଣତ ତଳେ ସନ୍ତାନ ନିଜକୁ ସୁରକ୍ଷିତ ମନେକରେ । କିନ୍ତୁ ସେଇ ମା ପୁଅର ଅତ୍ୟାଚାର ଆଜି ସହିନପାରି ନିଜ ଜନ୍ମିତ ପୁଅକୁ କୋଦାଳରେ ହାଣି ହତ୍ୟା କଲା । ଘଟଣାଟି ହେମଗିରି ଥାନା ଅନ୍ତର୍ଗତ ଟପରିଆ ଗ୍ରାମରେ । ପ୍ରକାଶ ଯେ, କୁଶମନ ବଢେକ୍ ନାମକ…
Read More...

ଗାଁ ଦାଣ୍ଡ ରେ ହତ୍ୟା

(ରିପୋଟର୍ସ ଟୁଡେ) : ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ । ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ ମିଖାଏଲ। ଅଭିଯୋଗ ଅନୁଯାୟୀ,…
Read More...

ଟଙ୍କା ପାଇଁ ବାପର ଜିବନ ନେଲା ପୁଅ

(ମନିଲ ମହାରଣା) : ତାଳଚେର ସଦର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ନାଏକ ସାହିରେ ଜଣେ ବୃଦ୍ଧଙ୍କୁ ତାଙ୍କ ନିଜ ପୁଅ ଏବଂ ନାତି ଟଙ୍କା ପଇସାକୁ କେନ୍ଦ୍ର କରି ହତ୍ୟା କରିଥିବାର ଅଭିଯୋଗ ହୋଇଛି   ହତ୍ୟାର ଶିକାର ହୋଇ ଥିବା ବୃଦ୍ଧ ଜଣକ ହେଲେ ଗୌର ନାଏକ (୮୫) ଆଜି ସକାଳୁ ପୋଲିସକୁ ଗୌରଙ୍କ…
Read More...