Browsing Tag

murder

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା-: ଇସ୍ପାତ ସହରରେ ରକ୍ତର ଛିଟା । ରାଉରକେଲାରେ ଘଟିଛି ପୁଣି ଏକ ହତ୍ୟା କାଣ୍ଡ । ନିଜ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରି କହିଲା ମାଆ ହତ୍ୟାର ନେଇଛି ପ୍ରତିଶୋଧ । ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ନାମ ବିଷ୍ଣୁ ବର୍ମା ବୋଲି ଜଣାପଡିଛି ସୂଚନା…
Read More...

ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର

ବ୍ୟୁରୋ-: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସର ତଦନ୍ତ ଜାରି…
Read More...

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ କଲେ ଆତ୍ମହତ୍ୟା

ବରଗଡ଼  :  ସାରା ଦେଶ ଦୀପାବଳି  ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ମୃତକ ଜଣକ…
Read More...

ଟ୍ରେନୀ ଡାକ୍ତରାଣୀ ହତ୍ୟା ଘଟଣା: ସିବିଆଇକୁ ତଦନ୍ତ ଭାର ନ୍ୟସ୍ତ

କୋଲକାତା: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି କାଳରେ କୋର୍ଟ ଏହି ମାମଲାକୁ ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲା ସହ ଜଡିତ ସମସ୍ତ ସିସିଟିଭି ଫୁଟେଜ, ସବୁ ବୟାନ କାଲି ୧୦ଟା ସୁଦ୍ଧା ସିବିଆଇକୁ ହସ୍ତାନ୍ତର…
Read More...

ସ୍ୱାମୀର ନାରକୀୟ କାଣ୍ଡ, ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା

ଜଳେଶ୍ଵର : ସ୍ୱାମୀର ନାରକୀୟ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀକୁ ବାଲଟିରେ ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଣିଆ ଗାଁରେ ଏହି ଘଟଣା ଘଟିଛି। ସ୍ୱାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମୃତ…
Read More...

ଟାଙ୍ଗିଆ ଚୋଟରେ ମହିଳା ମୃତ

କୋକସରା : ମହିଳାଙ୍କ ଜୀବନ ନେଇଗଲେ ପଡ଼ୋଶୀ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା କାଳନ୍ଦୀ ତାଣ୍ଡି। ସୂଚନା ଅନୁସାରେ, ଭୋର ସମୟରେ…
Read More...

ସାଗୁଆ ଗ୍ରାମରେ ଯୁବକଙ୍କ ଗଳାକାଟି ହତ୍ୟା ସନ୍ଦେହ

ବାଲିଅନ୍ତା/ଜିତେନ୍ଦ୍ର କୁମାର ବେଉରା: ବାଳକାଟି ଫାଣ୍ଡି  ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ସାଗୁଆ ଗ୍ରା‌ମରେ ଜଣେ ଯୁବକଙ୍କ ମୃତ ଦେହ ଜବତ କରାଯାଇଛି। ମୃତକ ହେଲେ ବିପିନି ବିହାରୀ ନାୟକଙ୍କ ବଡ଼ପୁଅ ବିଶ୍ବଜିତ ନାୟକ(୪୩) ଓରଫ ବାବୁ। ବିଶ୍ବଜିତଙ୍କ ଗଳାରେ କଟାଦାଗ ରହିଥିବାରୁ ତାଙ୍କୁ…
Read More...

ଟିଉସନ୍ ଫ’ ପାଇଁ ନାବାଳକକୁ ହତ୍ୟା ହୋଇଥିବା କହିଲେ ଡିସିପି

ଖୋର୍ଦ୍ଧା: ନାବାଳକଙ୍କୁ ଛୁରାମାଡ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜୁରୀ ଗାଁରେ ଘରେ ପଶି ଛାତ୍ରକୁ ହତ୍ୟା କରିଛି ଦୁର୍ବୃତ୍ତ । ଏହି ଘଟଣା ନେଇ ପୋଲିସ ଜଣଙ୍କୁ ଗରିଫ କରି ପଚାରା ଉଚରା କରିବାରୁ ଟିଉସନ୍ ଫ’ ପାଇଁ ହତ୍ୟା କରିଥିବା କୁହାଯାଉଛି ।…
Read More...

୨୭ ବର୍ଷ ପରେ ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ

ଭୁବନେଶ୍ୱର: ୨୭ ବର୍ଷ ପରେ ଆସିଲା ରାୟ । ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ । ଦୋଷିଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ସୂଚନା ଅନୁଯାୟୀ, ୧୯୯୬ ମସିହା ଜୁଲାଇ ୧୧ ଘଟିଥିଲା ଏହି ଟ୍ରିପଲ ମର୍ଡର । ପୂର୍ବ ଶତ୍ରୁତାକୁ ନେଇ ୩ ଜଣଙ୍କୁ ନିର୍ମମ ଭାବେ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ବିଭତ୍ସ ହତ୍ୟା

ପୁରୀ/ସଞ୍ଜୟ ମହାପାତ୍ର : ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତା…
Read More...