Browsing Tag

murder

ବିହାରର ମୁଜାଫରପୁରେ ଡବଲ ମର୍ଡର

ମୁଜାଫରପୁର-: ମଙ୍ଗଳବାର ରାତିରେ ବିହାରର ମୁଜାଫରପୁରେ ଏକ ଡବଲ ମର୍ଡର ଖବର ସାମ୍ନାକୁ ଆସିଛି। ମିଥାନପୁରା ପୋଲିସ ଷ୍ଟେସନ ଅଞ୍ଚଳରେ, ଜିଲ୍ଲା ସ୍କୁଲର ଫାଟକ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ଜମି ବ୍ୟବସାୟୀ ଜାଭେଦ ଏବଂ ଅନ୍ୟ ଜଣେ ଯୁବକ ରାଜୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜାଭେଦଙ୍କ…
Read More...

ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ‌ଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଡବଲ ମର୍ଡର । ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ​‌ଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ ।…
Read More...

୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ରାକ୍ଷସ ମାମୁଁ

ଗଞ୍ଜାମ-: ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ କାଳିଆ ନାହାକକୁ ପୋଲିସ ଗିରଫ…
Read More...

୬ବର୍ଷର ପୁଅକୁ ପରିବାର ସଦସ୍ୟଙ୍କ ମିଳିତ ପ୍ରରୋଚନାରେ ହତ୍ୟା

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ୬ ବର୍ଷର ପୁଅକୁ ହତ୍ୟା କରିବା ଘଟଣାରେ, ବାପା ସମେତ ୫ଜଣ ଗିରଫ । ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ । ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର…
Read More...

ଅଧା ରହିଗଲା ପାଠପଢ଼ି ବଡ଼ଲୋକ ହେବ ସ୍ୱପ୍ନ

କେନ୍ଦୁଝର-: ସ୍ବପ୍ନ ଥିଲା ପାଠପଢ଼ି ବଡ଼ଲୋକ ହେବ । ହେଲେ ସ୍ବପ୍ନ ସାକାର ହେବା ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର । ଛାତ୍ରାବାସରେ ରହି ସମର‌ କୋର୍ସ କରୁଥିବା ଜଳଧରଙ୍କୁ ଛାତ୍ରଙ୍କ ତିନିଜଣ ସହପାଠୀ କମ୍ବଳ ପକାଇ ମାଡ଼ିବସିବା ସହ ଗାମୁଛାରେ ତଣ୍ଟିଚିପି ହତ୍ୟା…
Read More...

ସ୍ୱାମୀକୁ ହତ୍ୟା କରି ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ତ୍ରୀ

ମେରଠ: ମେରଠରେ ନୀଳ ଡ୍ରମରୁ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଦେଶ ରେ ଚହଳ ପକାଇ ଥିଲା । ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଦେଇଥିଲେ । ଠିକ ସେହିଭଳି ବର୍ତ୍ତମାନ ଦେଓରିଆରୁ ଏକ ମାମଲା ସାମ୍ନାକୁ ଆସିଛି।…
Read More...

ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା କଲର ଯାଞ୍ଚ କରାଯିବ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ କରିଥିଲା ଗୋପାଳ ସେନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ । ଆବଶ୍ୟକ ପଡିଲେ କଲ୍ ରେକର୍ଡ…
Read More...

ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ମାଲକାନଗିରି-: ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇ ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର…
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକଙ୍କ ମୃତଦେହ

ବେଙ୍ଗାଲୁରୁ-: କର୍ଣ୍ଣାଟକର ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଓମ ପ୍ରକାଶଙ୍କ (ଡିଜିପି) ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ସ୍ତିତ ତାଙ୍କ ବାସଭବନରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଓମ ପ୍ରକାଶଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ…
Read More...

ପରକୀୟା ପ୍ରୀତି ବିଷୟରେ ଜାଣି ପକାଇବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଚଣ୍ଡିଗଡ଼-: ମେରଠର ସୌରଭ ହତ୍ୟା ମାମଲାକୁ ଲୋକମାନେ ଭୁଲି ନଥିବା ବେଳେ, ଏବେ ପୁଣି ହରିୟାଣାରୁ ଜଣେ ୟୁଟ୍ୟୁବର ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୟୁଟ୍ୟୁବର ରବୀନା ନାମକ ମହିଳା ପ୍ରେମିକ ସୁରେଶ ସହ ମିଶି ସ୍ୱାମୀ…
Read More...