Browsing Tag

Municipal Election

ପୌର ରେଜଲ୍ଟ: ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ, ଜାଣନ୍ତୁ କିଏ ପାଇଲା କେତେ ଭୋଟ୍ …

ଭୁବନେଶ୍ୱର: ପୌର ଫଳାଫଳ ଅନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । ମେୟର ଓ ପୌରାଧ୍ୟକ୍ଷ ଆସନରେ ବାଜି ଧିରେ ଧିରେ ବିଜେଡି ଆଡ଼କୁ ଢ଼ଳିବାକୁ ଲାଗିଛି । ଫଳାଫଳ ଅନୁଯାୟୀ ଭୁବନେଶ୍ୱର ଏବଂ କଟକ ଭଳି ମହାନଗର ନିଗମରେ ବିଜେଡ଼ି ଯଥେଷ୍ଟ ଆଗରେ ରହିଥିବା ସମୟରେ ବିରୋଧୀ…
Read More...

ପୌର ନିର୍ବାଚନ: ୩ଟା ସୁଦ୍ଧା ୪୫% ମତଦାନ, ଭୋଟ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିଏମସି ମହାନଗର ନିଗମ ନିର୍ବାଚନରେ ମତଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ନମ୍ବର ବୁଥରେ ଭୋଟ…
Read More...

୩ ମେୟର ପ୍ରାର୍ଥୀଙ୍କ ସମେତ ଭୋଟ ଦେଲେ ହେଭିୱେଟ ନେତା ମନ୍ତ୍ରୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ ପ୍ରକ୍ରିୟା । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ଏନଏସି, ପୌର ଏବଂ ମହାନଗର ନିଗମକୁ ମିଶାଇ ୧୭ ଶହ ୩୭ ୱାର୍ଡରେ ଚାଲିଛି ନିର୍ବାଚନ । ୪ ହଜାର ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।ତେବେ ଏହି…
Read More...

ରାତି ପାହିଲେ ପୌରାଞ୍ଚଳ ଭୋଟ: ଡବଲ ଭୋଟ ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ରାତି ପାହିଲେ ପଡିବ ପୌରାଞ୍ଚଳ ଭୋଟ । ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଭୋଟ୍‌ ପଡ଼ିବାକୁ ଯାଉଥିବା ସମୟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକାଂଶ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବାକି ପୋଲିଂ ପାର୍ଟି ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି…
Read More...

ପୌର ନିର୍ବାଚନ: ୨୪ ତାରିଖ ସକାଳ ୮ରୁ ପଡ଼ିବ ଭୋଟ୍, କାଲି ସନ୍ଧ୍ୟା ୫ଟା ପରେ ପ୍ରଚାର ବନ୍ଦ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ନିର୍ବାଚନ କମିଶନରଙ୍କ ଜରୁରୀ କାଳୀନ ସୂଚନା । ଆଗକୁ ହେବାକୁ ଥିବା ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ପ୍ରେସମିଟ୍‌ । ପୌର ନିର୍ବାଚନ ନିମନ୍ତେ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷେ…
Read More...

ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ +୩ ଓ ବିଶ୍ଵବିଦ୍ୟାଳୟ ପରୀକ୍ଷା ବନ୍ଦ । କଲେଜମାନଙ୍କରେ ପୋଲିଂ ବୁଥ ବ୍ୟବସ୍ଥା ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ…
Read More...

୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶିତ

ଭୁବନେଶ୍ୱର: ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ କାଉନସିଲରଙ୍କ ନିମନ୍ତେ ଆଜି ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ମୋଟ ୧୭୫୬ ୱାର୍ଡରୁ ୬୬୮ଟି ୱାର୍ଡ ଅଣସଂରକ୍ଷିତ ରହିଛି । ଅନ୍ୟପଟେ ୬୧୩ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସସିଙ୍କ ପାଇଁ ୧୨୨ଟି ଓ…
Read More...

ପୌର ନିର୍ବାଚନ କଥା ଭୁଲିଗଲେ କି ସରକାର ?

(ପ୍ରମିତ ପ୍ରମଥେଶ) ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ହୋଇନାହିଁ ପୌର ନିର୍ବାଚନ। ୨୦୧୮ରେ ହେବାକୁ ଥିବା ପୌର ପରିଷଦ ନିର୍ବାଚନ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି। ପ୍ରଥମେ ଲାଗିଲା ୨୦୧୯ ସାଧାରଣ ନିର୍ବାଚନ ପାଇଁ ବୋଧେ ଆମ ସରକାର ପୌର ନିର୍ବାଚନକୁ ଅଣଦେଖା କରୁଛନ୍ତି। କିନ୍ତୁ ସାଧାରଣ…
Read More...