Browsing Tag

Mumbai

‘ବଏକଟ୍ ଲାଲ୍ ସିଂହ ଚଢା’ 

ମୁମ୍ବାଇ:ଅଭିନେତା ଆମୀର ଖାନ୍ ୪ ବର୍ଷର ବ୍ୟବଧାନ ପରେ ଏକ ସିନେମା କରିଛନ୍ତି। ସେ ଫିଲ୍ମଟି ହେଉଛି  ‘ଲାଲ୍ ସିଂହ ଚଢ଼ା’ା ଏହି ଫିଲ୍ମଟିକୁ ନେଇ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡ଼ିଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୧ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଏହାକୁ ନଦେଖିବାକୁ ସୋସିଆଲ୍…
Read More...

ରଣବୀରଙ୍କ ପରେ ଏବେ ନକୁଲ ମେହେତାଙ୍କ ନଗ୍ନ ଫଟୋସୁଟ୍‌

ମୁମ୍ବାଇ : ରଣବୀର ସିଂହଙ୍କ ପରେ ଏବେ ଅନ୍ୟ ସେଲିବ୍ରିଟିଙ୍କ ମୁଣ୍ଡରେ ମଧ୍ୟ ନଗ୍ନ ଫଟୋସୁଟ୍‌ କରିବା ଭୂତ ପସିଲାଣି । ନିକଟରେ ଟିଭିର ଜଣାଶୁଣା ଅଭିନେତା ନକୁଲ ମେହେତା ମଧ୍ୟ ସେମିତି କିଛି କାରନାମା କରିଛନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଏହି ଫଟୋସୁଟ୍‌ ଯୋଗୁ ସୋସିଆଲ ମିଡିଆରେ…
Read More...

ଆଦିଲ ଦେଲେ ରାକ୍ଷୀଙ୍କୁ ଏମିତି ଗିଫ୍ଟ

ମୁମ୍ବାଇ: ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କସହ ତାଙ୍କ ବୟଫ୍ରେଣ୍ଡ ଆଦିଲ ମଧ୍ୟ ବେଶ ଚର୍ଚ୍ଚାରେ । ଏବେ ଏହି ଦୁଇଜଣ ଲଭବାର୍ଡ  ଦୁବାଇରେ ଥିବା ନଜର ଆସିଛନ୍ତି । ତେବେ ସେଠି ଆଦିଲ ତାଙ୍କ ଗାର୍ଲଫ୍ରେଣ୍ଡ ରାକ୍ଷୀଙ୍କୁ ଏକ ହୀରାର ହାର ଉପହାର ଦେଇଛନ୍ତି ତା ପୁଣି…
Read More...

ସଲମାନ ଖାନଙ୍କୁ ଆର୍ମ ଲାଇସେନ୍ସ ପ୍ରଦାନ କଲା ମୁମ୍ବାଇ ପୋଲିସ

ମୁମ୍ବାଇ:ସଲମାନ ଖାନଙ୍କୁ  ହତ୍ୟା ଧମକ ଆସିବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କୁ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି ।ନିଜର ଆତ୍ମରକ୍ଷା କରିବା ପାଇଁ ଏହି ଲାଇସେନ୍ସ ଦେଖାଇ ଅସ୍ତ୍ର କିଣି ପାରିବେ ।ତେବେ ଗତ ମେ ୨୯ରେ ପଞାବର ଗାୟକ ସିଦ୍ଧୁ ମେସେୱାଲାଙ୍କୁ ହତ୍ୟା କରିସାରିବା ପରେ ସଲମା ଓ…
Read More...

ରାତି ୧୨ଟାରେ ସଞ୍ଜୟଙ୍କୁ ଗିରଫ କଲା ଇଡି

ମୁମ୍ବାଇ:ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି |ଗତକାଲି ରାତି ୧୨ଟାରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି |ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର…
Read More...

ଅଭିନେତ୍ରୀ କିଆରା ଆଡଭାନୀଙ୍କ ୩୦ ତମ ଜନ୍ମଦିନ ; ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ..

ମୁମ୍ବାଇ: କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି କଥା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ବହୁତ ପ୍ରଶଂସକ ଅଛନ୍ତି। କିଆରାର ପ୍ରକୃତ…
Read More...

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା କରିଥିଲା। ଯାହାକୁ ନେଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ସଂପ୍ରତି…
Read More...

ପତ୍ନୀଙ୍କ ସହ ରାମ୍ପରେ ଚାଲିଲେ ସ୍ୱାମୀ ରଣବୀର ସିଂ, ଭିଡ଼ିଓ ହେଉଛି ଭାଇରଲ

ମୁମ୍ବାଇ : ବଲିଉଡ଼ ହଟ କପଲ୍ କୁ କିଏବା ନ ଜାଣେ । ଖାଲି ହଟ କପଲ୍ ନୁହେ ବରଂ ପର୍ଶୋନାଲିଟି ପାଇଁ ଖୁବ୍ ଜଣାଶୁଣା। ଏମିତିକି ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ପାଆନ୍ତି। ସେ ଏବେ ବର୍ତ୍ତମାନ ଦୁହେଁ ମିଶି ରାମ୍ପ ଶୋ କରିଛନ୍ତି। ଷ୍ଟେଜରେ ରଣବୀର ଏପରି କିଛି କରିଥିଲେ ଯେ ଭିଡିଓ ହେଉଛି…
Read More...

ବିପାଶା-କରଣଙ୍କ ଘରକୁ ଆସିବେ କୁନି ଅତିଥି !

ମୁମ୍ବାଇ : ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରେ ଆଉ ଏକ ବଲିଉଡ ଦମ୍ପତିଙ୍କ ଘର ଖୁବ ଶୀଘ୍ର କୁନି ଅତିଥି ଆସିବାକୁ ହେବାକୁ ଯାଉଛି । ଖବର ଆସୁଛି କି ବିପାଶା ବସୁ ଏବଂ କରଣ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ବିବାହର ୬ବର୍ଷ ପରେ ସେମାନେ ପିତାମାତା…
Read More...

ୱେଷ୍ଟଇଣ୍ଡିଜକୁ ୬୮ ରନରେ ପରାସ୍ତ କଲା ଭାରତ

ବ୍ୟୁରୋ : ଭାରତ କରିଛି ବିଜୟ ହାସଲ। ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ଦୃଢ଼ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ହୋଇଥିଲା । ଫଳରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ଶୋଚନୀୟ ଭାବେ ପରାସ୍ତ କରିଛି ଟିମ ଇଣ୍ଡିଆ । ୫ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଭାରତ ପ୍ରଥମେ…
Read More...