ନୂଆ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ‘ଲକ୍ଅପ୍’ ଫେମ୍ ଅଞ୍ଜଳି ଅରୋରା
ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଞ୍ଜଳି ଅରୋରା। ନିଜ ଭିଡିଓରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ଅଞ୍ଜଳିଙ୍କ ଏହି ଇନ୍ଷ୍ଟା ରିଲ୍ କିଛି ଘଣ୍ଟା ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବର୍ତ୍ତମାନ ସୁଦ୍ଧାର ଏହି ଭିଡିଓୁ ୨.୬ ମିଲିଅନ୍ ଭ୍ୟୁ ମିଳିସାରିଥିବା ବେଳେ ୭ ହଜାରରୁ ଅଧିକ…
Read More...
Read More...