୨୦୦ କୋଟି ଠକେଇ ମାମଲାରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ ଅଭିନେତ୍ରୀ ନୋରା ଫତେଇ
ମୁମ୍ବାଇ : ୨୦୦ କୋଟି ମନି ଲଣ୍ଡ୍ରିଙ୍ଗ ମାମଲାରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ଅଭିନେତ୍ରୀ ନୋରା ଫତେଇ । ଠକ ଶୁକେଶଚନ୍ଦ୍ରର ୨୦୦ କୋଟି ଠକେଇ ମାମଲାରେ ପଚରାଉଚରା କରିଛି ଇଓଡବ୍ଲୁ । ତେବେ ସେପ୍ଟେମ୍ବର 2 ତାରିଖରେ ମଧ୍ୟ ଦୀର୍ଘ ଆଠ ଘଣ୍ଟା ଜେରା କରାଯାଇଥିଲା…
Read More...
Read More...