ଦୁର୍ଘଟଣାର ୨୪ଘଣ୍ଟା ମଧ୍ୟରେ ହାଇସ୍ପିଡ ଟ୍ରେନର ମରାମତି
ମୁମ୍ବାଇ: ଗୁଜରାଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଦୁର୍ଘଟଣା ଘଟିଥିଲା । କିଛି ମଇଁଷିଦଳ ଟ୍ରେନ ଆଗରେ ପଶିଯାଇ ଏହି ଦୁର୍ଘଟଣା ଘଟିଥିବାର କଥା ରେଳ ବିଭାଗର କତ୍ତୃପକ୍ଷ ଜଣାଇଛନ୍ତି । କିନ୍ତୁ ସବୁଠାରୁ ଭଲ କଥା ହେଉଛି ଟ୍ରେନଟିର ମରାମତି ୨୪ ଘଣ୍ଟା ମଧ୍ୟରେ ହୋଇଥିଲା । କହିବାକୁ ଗଲେ…
Read More...
Read More...