Browsing Tag

Mumbai

ବିନା ଅନୁମତିରେ ଅମିତାଭଙ୍କ ନାଁ, ଫଟୋ, ସ୍ୱର ବ୍ୟବହାର ମନା

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…
Read More...

ସୈଫଙ୍କ ପୁଅ ଇବ୍ରାହିମ୍ କରିବେ ବଲିଉଡ୍ ଡେବ୍ୟୁ

ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ କରଣ ସୈଫ ଅଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣଙ୍କ ବ୍ୟାନର ଧର୍ମା…
Read More...

ବିବାହ କରିବେ ତମନ୍ନା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତମନ୍ନା । ବର୍ତ୍ତମାନ ବଲିଉଡ ସୁନ୍ଦରୀ ତମନ୍ନାଙ୍କ ବିବାହ ପାଇଁ ି ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଉଭୟ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ସିନେମାର କାମ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତମନ୍ନା । କିନ୍ତୁ…
Read More...

ଶ୍ରଦ୍ଧାଙ୍କ ହତ୍ୟା କରିବା ପରେ ଅନେକ ଯୁବତୀଙ୍କୁ ରୁମକୁ ଡାକୁଥିଲା ଅଫତାବ

ନୂଆଦିଲ୍ଲୀ : ଯେତିକି ଭୟାନକ, ସେତିକି ବିଭତ୍ସ ଆଉ ହୃଦୟଥରା ଏ ପ୍ରେମ କାହାଣୀ । ପ୍ରେମକୁ ନେଇ ଜଣେ ଏମିତି ଜୀବନ୍ତ ଭାବେ ଅଭିନୟ କରିପାରେ ଆଉ ଏତେ ନିଷ୍ଠୁର ଭାବେ ପ୍ରେମକୁ ହତ୍ୟା କରିପାରେ ତାହା ସତରେ ଅବିଶ୍ୱସନୀୟ । ଦିଲ୍ଲୀରେ ପ୍ରେମିକାକୁ ହତ୍ୟା ପରେ ୩୫ ଖଣ୍ଡ କରି କାଟି ପକାଇଲା…
Read More...

ଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୱାର୍କ ଆଉଟ ସମୟରେ ହେଲା ହୃଦଘାତ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଦେହାନ୍ତ ହୋଇଛି। ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ଥିଲେ ସେ | ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାତ୍ର ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ…
Read More...

ଆଡମିଟ କାର୍ଡରେ ସନି ଲିଓନିଙ୍କ ଫଟୋ

କର୍ଣ୍ଣାଟକ : ପରୀକ୍ଷା ହଲରେ ଏଣ୍ଟ୍ରି କରିବା ପାଇଁ ଆଡମିଟ୍ କାର୍ଡର ଆବଶ୍ୟକ ହୋଇଥାଏ । ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବାବେଳେ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଥାଏ। କିନ୍ତୁ ୨୦୨୨ କର୍ଣ୍ଣାଟକରେ ଶିକ୍ଷକ ପଦବୀ ପାଇଁ ଏକ ସରକାରୀ ଚାକିରିରେ ଆବେଦନ କରିଥିବା ଜଣେ…
Read More...

୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି

ବ୍ୟୁରୋ : ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା ଭାରତୀୟ କ୍ରିକେଟର । ତାଙ୍କର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ୩୪ତମ…
Read More...

କାର୍‌ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ଦେଖି ଦେଲେ ପତ୍ନୀ : ସ୍ତ୍ରୀ ଉପରେ କାର୍‌ ଚଢ଼ାଇ ଦେଲେ ଫିଲ୍ମ…

ମୁମ୍ବାଇ : ସ୍ତ୍ରୀଉପରେ କାର୍‌ ଚଢ଼ାଇ ଦେଲେ ଫିଲ୍ମ ନିର୍ମାତା। ପାର୍କିଂ ଏରିଆରେ କାର୍‌ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ପତ୍ନୀ ଦେଖି ଦେବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା। ଅନେକ ଥର ସେଲିବ୍ରେଟିମାନଙ୍କର ଏହିପରି ଘଟଣା ସାମ୍ନାକୁ ଆସେ, ଯାହା କେବଳ ବିଶ୍ୱାସ କରିବା…
Read More...

ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇଲେ ଦୀପିକା

ମୁମ୍ବାଇ: ଲୋକେ ସୁନ୍ଦର ହେବାପାଇଁ କଣ କରୁନାହାନ୍ତି । କିଏ ଜିମ ଯାଉଛି ତ କିଏ ପାର୍ଲର, ପୁଣି କିଏ ମୁଖ ସୌନ୍ଦର୍ଯ୍ୟ ପାଇଁ ପ୍ଲାଷ୍ଟିକ ସର୍ଜରୀ କରୁଛି । ତେଣୁ ଦୀପିକା ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ସୁନ୍ଦରୀ ହୋଇପାରିଛନ୍ତି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର…
Read More...

ରୋଜର ବିନ୍ନି ହେଲେ ବିସିସିଆଇ ସଭାପତି

ମୁମ୍ବାଇ : ବିନ୍ନିଙ୍କ ସଭାପତି ପଦରେ ଲାଗିଲା ମୋହର । ରୋଜର ବିନ୍ନି ହେଲେ ବିସିସିଆଇ ସଭାପତି । ଆଜି ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ବିନ୍ନି । ଏବେ…
Read More...