ଚୋରି କରିବାକୁ ଆସି ଯୁବତୀଙ୍କୁ କିସ୍ ଦେଇ ପଳାଇଲା ଚୋର
ଚୋରି କରିବାକୁ ଆସିଥିଲା ଚୋର । ହେଲେ ଘରେ ପଶୀଲା ବେଳକୁ ପାଇନଥିଲା କିଛି ମୁଲ୍ୟବାନ ସାମଗ୍ରୀ । ହେଲେ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର ।ମୁମ୍ବାଇର ଉପକଣ୍ଠରେ ଥିବା ମାଲାଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଲା ଆସିଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ…
Read More...
Read More...