Browsing Tag

mukesh mahaling

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

ଆୟୁଷ୍ମାନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ୍ । ଏନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ଆଡମିଟ୍ ପୂର୍ବରୁ ହସ୍ପିଟାଲରେ ହେଉଥିବା ସମସ୍ତ ଖର୍ଚ୍ଚ ଆୟୁଷ୍ମାନ କାର୍ଡ ଦ୍ୱାରା ବହନ କରାଯିବ । ଏବଂ ରୋଗୀ ମେଡିକାଲରେ ବେଡ୍‌ରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ…
Read More...

ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର

ମେଡିକାଲ ଶିଖା ପାଇଁ SC ଓ ST ବର୍ଗଙ୍କ ପାଇଁ ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର. ଏନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର. ରାଜ୍ୟରେ ମେଡିକାଲ ଶିକ୍ଷାକ୍ଷେତ୍ରରେ SC ବର୍ଗଙ୍କ ପାଇଁ 8 % ଓ ST ବର୍ଗଙ୍କ ପାଇଁ 12%ସଂରକ୍ଷଣର ବ୍ୟବସ୍ଥା ରହିଛି. ବିଜେଡି ବିଧାୟକ ସାରଦା ନାୟକ ଙ୍କ…
Read More...

ହର୍ଲିକ୍ସ ସହ ଅନ୍ୟାନ୍ୟ ଖାଦ୍ୟରେ ଅପମିଶ୍ରଣ ନେଇ ବିଧାନସଭାରେ ଚିନ୍ତା

ଭୁବନେଶ୍ଵର: ପିଲାମାନଙ୍କୁ ପ୍ରତିଦିନ ପୋଷକତତ୍ତ୍ୱ ଦେବା ଉଦ୍ଦେଶ୍ୟରେ ଅନେକ ଅଭିଭାବକ Horlicks ପିଆଉଛନ୍ତି। କିନ୍ତୁ ଏହି ପ୍ରୋଟିନ୍ ଡ୍ରିଙ୍କ୍‌ରେ ମଧ୍ୟ ଅପମିଶ୍ରଣ ହେଉଥିବା ଅଭିଯୋଗ ଏବେ ଚିନ୍ତା ବଢ଼ାଇଦେଇଛି। ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ Mukesh Mahaling ଏହି ସମ୍ପର୍କିତ ତଥ୍ୟ…
Read More...

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT…
Read More...

ଆସିଲା ବଡ ସୂଚନା : ଡେଙ୍ଗୁରେ ହୋଇନାହିଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ଯେଉଁ ରୋଗ ଭେକ୍ଟର ବା ଜଣଙ୍କୁ ଅନ୍ୟଙ୍କୁ ବ୍ୟାପେ, ଡେଙ୍ଗୁ, ଚିକେନ ଗୁନିଆ ପରି ରୋଗ। ଡେଙ୍ଗୁ ଏଡିସ ମଶା କାମୁଡାରେ ହୁଏ। ଏହା ବର୍ଷା ଦିନରେ ଅଧିକ ହୁଏ କାରଣ ସେ ସମୟରେ ଭେକ୍ଟର ବଢ଼େ। 51361 ପରୀକ୍ଷା ହୋଇଛି। ଏଥିରୁ 3307 ଡେଙ୍ଗୁ ରୋଗୀ ଅଛନ୍ତି। ଗୋଟେ ମୃତ୍ୟୁ ଅଭିଯୋଗର…
Read More...