ଚେନ୍ନାଇ ଚାଲରେ କେକେଆର ଚିତପଟାଙ୍ଗ
ଦୁବାଇ: ଶେଷ ହେଲା ଇଣ୍ଡିଆନ ପ୍ରିମିୟର ଲିଗ(IPL) । IPLର ଫାଇନାଲ ମ୍ୟାଚରେ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚକର ମ୍ୟାଚ । କିନ୍ତୁ ଯେଉଁ ଦଳର ମଙ୍ଗ କ୍ୟାପ୍ଟେନ କୁଲ ମାହିଙ୍କ ହାତରେ ରହିଛି, ସେହି ଦଳ ଏତେ ଶୀଘ୍ର ବୁଡିବ ବା କେମିତି ? ସବୁ ଘାତ ପ୍ରତିଘାତକୁ…
Read More...
Read More...