Browsing Tag

moving car

ଚଳନ୍ତା କାରରେ ପୁଶ୍-ଅପ୍ ମାରିଲେ ଯୁବକ

ଗୁରୁଗ୍ରାମରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଚଳନ୍ତା କାର୍ର ଛାତ ଉପରେ ଜଣେ ଯୁବକ ପୁଶ୍-ଅପ୍ ମାରୁଥିବା ବେଳେ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ହେଲେ ଚଳନ୍ତା କାର୍ରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ମଉଜ ମସ୍ତି…
Read More...