Browsing Tag

movie

ବିଗ ବଜେଟ ଫିଲ୍ମ ‘ରାମାୟଣ’କୁ ନେଇ ଅଭିନେତ୍ରୀ ସାଇ ପଲ୍ଲଭି କଲେ ବଡ ଖୁଲାସା !

ବ୍ୟୁରୋ : ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ନୀତିଶ ତିୱାରୀଙ୍କ ‘ରାମାୟଣ’କୁ ବୋଲି ବର୍ଣ୍ଣନା କରାଯାଉଛି । ତେବେ ଚଳଚ୍ଚିତ୍ରର ବଜେଟ୍ ହେଉଛି ୮୩୫ କୋଟି ଟଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ନୀତୀଶ ତିୱାରୀ। ଯେତେବେଳେ କି, ଏହି ଚଳଚ୍ଚିତ୍ରର ସହ-ନିର୍ମାତା…
Read More...

ଶ୍ରୀଜଗନ୍ନାଥ ପରେ ପୁଣି ଏକ ନୂଆ ବହୁଭାଷୀ ଚଳଚ୍ଚିତ୍ର ଜୟ ମା ସମଲେଈ”ର ଶୁଭ ମହୁରତ

ଭୁବନେଶ୍ୱର: ମାଆ ସମଲେଈ ପ୍ରକଳ୍ପ ର ଲୋକାର୍ପଣ ପରେ ମାଆ ଙ୍କର ଗାଥା ଓ ମହିମା କୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ "ଜୟ ମା ସମଲେଈ"  ବହୁଭାଷୀ ଚଳଚ୍ଚିତ୍ର ର ଶୁଭ ମହୁରତ ମାଆ ସମଲେଈ ପୀଠ, ସମ୍ବଲପୁରଠାରେ ଅନୁଷ୍ଠିତ…
Read More...

କିଙ୍ଗ୍ ଖାନ୍ ପଠାନକୁ ନେଇ ଟ୍ରେଲ ହେଉଥିବା ବେଳେ ରିଲିଜ ହେଲା ଗୀତ ‘ବେଶରମ ରଙ୍ଗ,

ମୁମ୍ବଇ: ବିଗତ ୪ ବର୍ଷପରେ କିଙ୍ଗ୍ ଖାନ୍ ସିନେମା ପରଦାକୁ ଫେରିଛନ୍ତି । ତାଙ୍କର ଫଠାନ ଫିଲ୍ମିକୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା । ପଠାନର ପ୍ରଥମ ଗୀତ ‘ବେଶରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ’ ମୁକ୍ତିଲାଭ କରିଛି । ଏହି ଫିଲ୍ମିର ଗୀତକୁ ଫ୍ୟାନ ମାନେ…
Read More...

ଏହି କାରଣ ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ବୟକଟ୍ କରିବାକୁ ଟ୍ୱିଟରେ ଚାଲିଛି ଟ୍ରେଣ୍ଡ

ମୁମ୍ବାଇ: ପୁଣି ଥରେ ବଲିଉଡ ଫିଲ୍ମକୁ ବୟକଟ୍ର ଧମକ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ନିକଟରେ ଏହି ଫିଲ୍ମର ଏକ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହୋଇଥିଲା । କିନ୍ତୁ ଏହି ଗୀତଟି ରିଲିଜ ହେବା ପରେ ଯେତିକି ଲୋକ ପସନ୍ଦ କରିଛନ୍ତି ତାଠାରୁ…
Read More...

ଆଜି ରିଲିଜ ହେବ ଓଡ଼ିଆ ୩ ଡ଼ି ହରର ଚଳଚ୍ଚିତ୍ର ‘ରହସ୍ୟ ‘

(ରିପୋର୍ଟସ ଟୁଡ଼େ): ଓଲିଉଡ଼ ପାଇଁ ଖୁସି ଖବର । ପ୍ରଥମ ଓଡ଼ିଆ ୩-ଡି ହରର୍‌ ଚଳଚ୍ଚିତ୍ର ‘ରହସ୍ୟ’ ଆଜି ମୁକ୍ତିଲାଭ କରିବ । ରାଜ୍ୟର ୩୦ରୁ ଅଧିକ ସିନେମା ହଲରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପୂରା ଚଳଚ୍ଚିତ୍ରଟି ୩ଡି ଟେକ୍ନୋଲୋଜିରେ ସୁଟ୍‌ ହୋଇଛି। ପ୍ରେକ୍ଷାଳୟରେ ଏହାକୁ ଦେଖିବା ପାଇଁ…
Read More...