ଜବର ଦଖଲ ଉଚ୍ଛେଦ ଅଭିଯାନବେଳେ ମୃତ୍ୟୁବରଣ କଲେ ମା’ ଝିଅ
କାନପୁର : ଜବର ଦଖଲ ଉଚ୍ଛେଦ ବେଳେ ଘଟିଛି ବଡ ଅଘଟଣ । ଉତ୍ତରପ୍ରଦେଶର କାନପୁରରେ ହୋଇଥିବା ବୁଲ୍ଡୋଜର୍ ଆକ୍ସନରେ ଘରେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣାକୁ ନେଇ ତହସିଲ ପ୍ରଶାସନ ଉପରେ ହତ୍ୟା ଅଭିଯୋଗ ଲଗାଯାଇଛି। ସାଧାରଣରେ କୁହାଯାଉଛି ଯେ ବୁଲ୍ଡୋଜର ଆକ୍ସନ ବେଳେ…
Read More...
Read More...