Browsing Tag

Moscow

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ : ସୁରକ୍ଷା ଦୃଷ୍ଟିରୁ ବିମାନକୁ ପଠାଗଲା ଉଜବେକିସ୍ତାନ

ଗୋଆ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ଏଣୁ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି । ଏହାର କାରଣ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି।…
Read More...

ଚିନ୍ତାରେ ଋଷିଆ

ମସ୍କୋ: ଚିନ୍ତାରେ ଋଷିଆ । ୟୁକ୍ରେନର ଯୁଦ୍ଧରେ ବ୍ୟବହାର କରୁଛି “ଡାର୍ଟି ବମ” । ଏହାକୁ ନେଇ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଭାରତ ପ୍ରତିପକ୍ଷଙ୍କ ସହ ବୁଧବାର ଦିନ ଫୋନ୍ କଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏପରି “ମଇଳା ବୋମା”ର ସାମ୍ଭାବ୍ୟ ବ୍ୟବହାର ଋଷର ଚିନ୍ତା ବଢାଇ ଦେଇଥିବା…
Read More...

ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଦେଇ ମସ୍କ ଅଡୁଆରେ

ନୂଆଦିଲ୍ଲୀ: ବିଶ୍ୱର ୧ନଂ ଧନୀ ବ୍ୟକ୍ତି ତଥା ସ୍ପେଶଏକ୍ସ ଓ ଟେସଲାର ସିଇଓ ଏଲନ ମସ୍କଙ୍କ ରସିକ ପଣିଆକୁ ନେଇ ଆସିଛି ସାଂଘାତିକ ରିପୋର୍ଟ । ୨୦୧୬ରେ ତାଙ୍କ କମ୍ପାନୀର ଗୋଟିଏ ବିମାନ ମଧ୍ୟରେ ଜଣେ ଏୟାର ହୋଷ୍ଟେସଙ୍କୁ ମାସେଜ କରିବା ପାଇଁ ଡାକିବା ସହ ଯୌନ ନିର୍ଯାତନା ଦେଇ ଚର୍ଚ୍ଚାରେ ରହିଛନ୍ତି…
Read More...