କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା : ୬ଶହରୁ ୨୦୦କୁ କମିଲା କ୍ଷମତା
କଟକ : ଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା ବିଶେଷଜ୍ଞ ଟିମ୍ର ଯାଂଚ ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ । ଝୁଲା ପୋଲ କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ…
Read More...
Read More...