ସାମ୍ନାକୁ ଆସିଲା ସମ୍ବେଦନଶୀଳ ସତ: ୩୯୩ ଜଣ ଶିଶୁ ରାସ୍ତା କଡରେ ବିତାଉଛନ୍ତି ଜୀବନ
ଭୁବନେଶ୍ୱର: ବିଧାନସଭାରେ ସାମ୍ନାକୁ ଆସିଲା ସମ୍ବେଦନଶୀଳ ସତ । ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ବିତାଉଛନ୍ତି ଜୀବନ । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ମତ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ । ୩୯୩ ଜଣ…
Read More...
Read More...