ମୋନାକୋରେ ଫର୍ମୂଲା-୨ ଗ୍ରାଣ୍ଡ ପ୍ରି ରେସ ଜିତିଲେ କୁଶ ମୈନି
ନୂଆଦିଲ୍ଲୀ-: ୨୪ବର୍ଷୀୟ ଭାରତୀୟ ରେସର କୁଶ ମୈନି ଇତିହାସ ରଚିଛନ୍ତି। ବିଶ୍ୱର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ପ୍ରତିଷ୍ଠିତ ଫର୍ମୂଲା-୨ ଗ୍ରାଣ୍ଡ ପ୍ରି ରେସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଭାବେ ଜିତିଛନ୍ତି କୁଶ ମୈନି । ମୋନାକୋରେ ଏହି ରେସ ଜିତିବା ସହିତ ଏକ ବିରଳ ରେକର୍ଡ ନିଜ ନାମରେ…
Read More...
Read More...