ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍ଡ୍ରିଲ୍ କରାଯିବ
ନୂଆଦିଲ୍ଲୀ-: ପୁଣି ହେବ ମକ୍ଡ୍ରିଲ୍ । ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍ଡ୍ରିଲ୍ କରାଯିବ । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ଘୋଷଣା କରାଯାଇଛି । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ହେବ…
Read More...
Read More...