ବାହୁଡା ଯାତ୍ରା ପାଇଁ ଗଡିବ ସ୍ୱତନ୍ତ୍ର ମୋ ବସ ଓ ଟ୍ରେନ୍
ଭୁବନେଶ୍ୱର : ଆଜି ହେଉଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ସ୍ବତନ୍ତ୍ର ‘ମୋ ବସ୍’ ଚାଲିବ। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ…
Read More...
Read More...