Browsing Tag

mo bus

‘ମୋ ବସ୍’ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର: ‘ମୋ ବସ୍’ ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ । ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ତେବେ ମୃତକ ଜଣକ ପାରିକୁଦ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସକୁ ଅଟକ ଖବର ପାଇ ପୁଲିସ…
Read More...

ଭୁବନେଶ୍ବରରୁ କଟକ ଯାଉଥିବା ‘ମୋ ବସ୍‌’କୁ ପଛପଟୁ ପିଟିଲା ଟ୍ରକ୍‌ : ୧୦ରୁ ଅଧିକ ଗୁରୁତର

ଭୁବନେଶ୍ବର : ମୋ ବସକୁ ପଛ ପଟୁ ପିଟିଲା ଟ୍ରକ | କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ‘ମୋ ବସ୍‌’କୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ଟ୍ରକ୍‌। ବସଟି ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଟ୍ରକ୍‌ଟି ଧକ୍କା ଦେଇଛି। ଯାହା…
Read More...

ଟ୍ରାଫିକ ନିୟମ ଭାଙ୍ଗି ବନ୍ଧାହେଲା ବେପରୁଆ ମୋ ବସ୍ ଚାଳକ

 ଭୁବନେଶ୍ୱର:  ଛକରେ ଟ୍ରାଫିକ୍‌ ପୁଲିସ ଥିଲା। ରେଡ୍‌ ଲାଇଟ୍‌ ଜଳୁଥିଲା। ତେଣୁ ଟ୍ରାଫିକ୍‌ ଛକରେ ବହୁ ଗାଡ଼ି ଗ୍ରିନ୍‌ ଲାଇଟ୍‌କୁ ଅପେକ୍ଷା କରିଥିଲେ। ଏତିକିବେଳେ ମୋ’ ବସ୍‌ଟି ଧସେଇ ପଶିଲା ଟ୍ରାଫିକ୍‌ ଛକରେ। ଛକର ଗୋଟିଏ ପଟୁ ଯାନବାହାନ ଚଳାଚଳ ଚାଲିଥିଲା। କିନ୍ତୁ ମୋ’ ବସ୍‌ ଚାଳକର…
Read More...

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ  ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌…
Read More...

ଜଟଣୀ ରେଲୱେ ଅଣ୍ଡର ପାସରେ ଫସିଲା ମୋ ବସ, ଜେସିବି ସାହାଯ୍ୟରେ କଢାଗଲା

ଜଟଣୀ : ଜଟଣୀ ରେଲୱେ ଅଣ୍ଡର ପାସରେ ଫସିଲା ମୋ ବସ । ଅଣ୍ଡର ପାସରେ ଦୁଇ ପଟୁ ପାଣି ଜମିଛି । ମୋ ବସ ଯାଉଥିବା ବେଳେ ଇଞ୍ଜିନରେ ପାଣି ପସିଯିବାରୁ ଗାଡି ଆଉ ଷ୍ଟାର୍ଟ ହୋଇନଥିଲା । ଯାହା ଫଳରେ ଜେସିବି ସାହାଯ୍ୟରେ ବସକୁ କଢାଯାଇଛି । ପୁର୍ବରୁ ମଧ୍ୟ ଜଟଣୀ ରେଲୱେ ଅଣ୍ଡର ପାସରେ ଏଭଳି ଭାବରେ ଏକ…
Read More...

ମୋ ବସରେ ଦିବ୍ୟାଙ୍ଗଙ୍କ ପାଇଁ ଫ୍ରି ଟିକେଟ

ଭୁବନେଶ୍ୱର:ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ମୋ ବସରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଫ୍ରି ରହିବ ଟିକେଟ । ଯଦି କୈାଣସି ବ୍ୟକ୍ତି ଦୃଷ୍ଟିହୀନ ଥାଆନ୍ତି ,ତାହେଲେ ସେମାନେ ମୋ ବସରେ ଫ୍ରିରେ ଯାତାୟତ କରିପାରିବେ । ଏବଂ ଯିଏ ତାଙ୍କ ସହିତ ଆସିଥିବେ,ତାଙ୍କ ପାଇଁ ୫୦ ପ୍ରତିଶତ ଛାଡ ରହିଛି…
Read More...

ମହିଳାଙ୍କୁ ପ୍ରଥମେ ଗାଡିରେ ନଚଢାଇଲେ ଗଣିବେ ଦଣ୍ଡ

ଭୁବନେଶ୍ୱର: ମହିଳାଙ୍କୁ ପ୍ରଥମେ ଗାଡିରେ ନଚଢାଇଲେ ଗଣିବେ ଦଣ୍ଡ । ବସ ମାଲିକମାନେ ବସରେ ପ୍ରଥମେ ମହିଳାଯାତ୍ରୀଙ୍କୁ ନଚଢାଇବା ପ୍ରସଙ୍ଗରେ ଆରଟିଓ ସଚିବଙ୍କୁ ଏସଟିଏ ସଚିବ ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ଯଦି କୌଣସି ବସ କର୍ମଚାରୀ ମହିଳାମାନଙ୍କୁ ପ୍ରଥମଯାତ୍ରୀ ଭାବେ…
Read More...

ଟୁଇଟରରେ ଲାଇଭ ଆସି ଅଭିଯୋଗ ଶୁଣିବେ କ୍ରୁଟ ଏମଡି ଅରୁଣ ବୋଥ୍ରା

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କୁ ଆଉ ହେବନି ଅସୁବିଧା । ଦୈନନ୍ଦିନ ଜୀବନରେ ନିଜର କାର୍ଯ୍ୟ ପାଇଁ ମୋ ବସ ଉପରେ ନିର୍ଭର କରୁଥିବା ପ୍ରତିଦିନିଆ ଯାତ୍ରୀଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । କାରଣ ବିଭିନ୍ନ ସମୟରେ ବିବାଦରେ ରହୁଥିବା ମୋ ବସ’ର ସେବାରେ ଲୋକେ ଅସନ୍ତୁଷ୍ଟ ଜାହିର…
Read More...

ଶେରଗଡରୁ ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ , ପତାକା ଦେଖାଇ ଶୁଭାରମ୍ଭ କଲେ…

ଗଂଜାମ :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ  ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ  ଏହି  ବସ  ସେବା  ଆରମ୍ଭ  କରାଯାଇଛି  öଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ…
Read More...

ମୋ ବସ ଡ୍ରାଇଭର ର କୌଣସି ଭୁଲ ନାହିଁ 

ଭୁବନେଶ୍ୱର:ଗତ କାଲି ଅତିରିକ୍ତ ଜିଲ୍ଲାପାଳ ଗାଡ଼ିକୁ ପିଟିଥିଲା ମୋ ବସ । ମୋ ବସରେ ହୋଇଥିବା ଆକ୍ସିଡେନ୍ଟ ହୋଇଥିଲା । ଅତିରିକ୍ତ ଜିଲ୍ଲା ପାଳଙ୍କ କାର ୟୁନିଟ ୬ ପଟୁ ଆସୁଥିବା ବେଳେ ଏଜି ଛକ ରୁ ଆସୁଥିବା ମୋ ବସ ନଂ -୨୩ ପଛପଟୁ ଅତିରିକ୍ତ ଜିଲ୍ଲପାଳ ଙ୍କ ଗାଡିକୁ ଧକ୍କା ଦେଇଥିଲା ଫଳରେ…
Read More...