ବିଜେଡିର ସଂକଟମୋଚକ ନିର୍ବାଚନ ଲଢିବାକୁ ଅନିଚ୍ଛୁକ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନେତାଙ୍କ ମଧ୍ୟରେ ଟିକେଟ ହାତେଇବାକୁ ନେଇ ଟଣାଓଟରା ଚାଲିଛି । ଏପରି ସମୟରେ ବିଜୁ ଜନତା ଦଳର ତୁଙ୍ଗ ଯୁବନେତା ତଥା ସଂକଟମୋଚନ ପ୍ରଣବ ପ୍ରକାଶ ଦାସ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଦିଗରେ ମନଯୋଗୀ । ଏହି…
Read More...
Read More...