Browsing Tag

MLA

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ଦାବି ପତ୍ର ଦେଲେ ବିଧାୟକ

ଝାରସୁଗୁଡା : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଅନୁରୋଧ ପତ୍ର ଦେଇଛନ୍ତି ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଜିଲ୍ଲା ଡାକ୍ତରଖାନା ଓ କୋଲାବିରା, କିର୍ମିରା, ମୁନ୍ଦ୍ରାଯୋର୍ ସ୍ୱାସ୍ଥ୍ୟ…
Read More...

ଅଡୁଆରେ ଜୟ ନାରାୟଣ

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡୁଆ। ମହିଳା ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ବଲପୁର ସଦର…
Read More...

ବିଧାୟକଙ୍କୁ ଜୀବନରୁ ମାରିଦେବାକୁ ଦିଆଯାଇଛି ଧମକ

କୋରାପୁଟ : କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଦିଆଯାଇଛି ଧମକ । ସାମାଜୀକ ଗଣମାଧ୍ୟମରେ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ହତ୍ୟା ଧମକ ଦିଆଯାଇଛି । ବିଧାୟକ ରଘୁରାମ ପଡାଲଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯାଇଛି ବୋଲି ସେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି…
Read More...

ଜାତୀୟ ସ୍ତରରେ ଆଦର୍ଶ ବିଧାୟକ ରୂପେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପୁରସ୍କୃତ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ଏମ୍.ଆଇ.ଟି ସ୍କୁଲ୍ ଅଫ ଗମେଣ୍ଟ ମୁମ୍ବାଇ ରେ ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଜୁନ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ ରୁ ଉର୍ଦ୍ଧ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ, ୧୦୦ ରୁ…
Read More...

ବିଧାୟକଙ୍କ ଗଡି ଦୁର୍ଘଟଣା ଗସ୍ତ ,ଅନ୍ୟ ଗଡିରେ ଗଲେ ଭୁବନେଶ୍ୱର

ରାଉରକେଲା : ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଉରକେଲା ବିଧାୟକ । ବିଧାୟକ ସାରଦା ପ୍ରଶନ୍ନ ନାୟକଙ୍କ ଗାଡି ହାଇଡ୍ରା ମେସିନକୁ ଦେଲା ଧକ୍କା । କାମାକ୍ଷାନଗର ଜାତୀୟ ରାଜପଥ ୫୩ନଂ ବାଉଁଶପାଳ ଛକନିକଟରେ ହୋଇଛି ଏହି ଦୁର୍ଘଟଣା । ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ରାସ୍ତାରେ ଘଟିଛି ଏହି…
Read More...

ଶିକ୍ଷକ ପ୍ରସଙ୍ଗ ନେଇ ଗୃହରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ

ଭୁବନେଶ୍ୱର: ଶିକ୍ଷକ ପ୍ରସଙ୍ଗ ନେଇ ଗୃହ ରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ ରଖିଛନ୍ତି । ତେବେ ବିଧାୟକ ଶତପଥୀ କହିବା ମୁତାବକ, ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଛି । ଆମେ…
Read More...

ଭଦ୍ରକ ଜିଲ୍ଲାର ବିକାଶ ପାଇଁ ବିଧାୟକଙ୍କୁ ଚିଠି; ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

ଭୁବନେଶ୍ୱର:ବହୁ କସରତ ପରେ ଭଦ୍ରକ ଜିଲ୍ଲା ଧାମନଗର ଗାଦିକୁ ଅକ୍ତିଆର କରିଛନ୍ତି ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ।ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିରେ ନବ ନିର୍ବାଚିତ ହୋଇଥିବା ବିଧାୟକ ସୂରଜ ପ୍ରଥମ ଥର ପାଇଁ ବିଧାନସଭା ଶୀତକାଳୀନ ଅଧିବେଶନର…
Read More...

ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୁହଁରେ ହସ ଫୁଟାଇଲେ ଆସିକା ବିଧାୟିକା

ଆସିକା/କମଳିନୀ ହୋତା - ଗଞ୍ଜାମ ଜିଲ୍ଲାର ବହୁ ଶ୍ରମିକ ଗୁଜୁରାଟ ସୁରତ ସହରର ସୂତାକଳ ରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି |ଆସିକା ନିର୍ବାଚନ ମଣ୍ଡଳୀର ସର୍ବାଧିକ ଲୋକ ସୁରତ ସହରରେ ବାସବାସ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଆସିକା ବିଧାୟିକା କିଛି ଦିନ ଧରି ବନ୍ଧୁ ମିଳନ…
Read More...

ମହିଳାଙ୍କୁ ଅସଦାଚରଣ କଲେ ବିଧାୟକ ଅନନ୍ତ,ଥାନାରେ ମାମଲା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଥାନାରେ ଅଭିଯୋଗ । ଥାନାରେ ଅଭିଯୋଗ କଲେ ପିଡିତା ମହିଳା । ମହିଳା ଜଣଙ୍କ ଘରେ ଏକା ଥିବା ସମୟରେ ତାଙ୍କ ସ୍ୱାମୀ ଘରେ ନ ଥିଲେ । ଏହି ସମୟରେ ବିଧାୟକ ବଳ ପୂର୍ବକ ତାଙ୍କ ଘରେ ପସି ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ…
Read More...

ବିଜେଡିର ସଂକଟମୋଚକ ନିର୍ବାଚନ ଲଢିବାକୁ ଅନିଚ୍ଛୁକ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନେତାଙ୍କ ମଧ୍ୟରେ ଟିକେଟ ହାତେଇବାକୁ ନେଇ ଟଣାଓଟରା ଚାଲିଛି । ଏପରି ସମୟରେ ବିଜୁ ଜନତା ଦଳର ତୁଙ୍ଗ ଯୁବନେତା ତଥା ସଂକଟମୋଚନ ପ୍ରଣବ ପ୍ରକାଶ ଦାସ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଦିଗରେ ମନଯୋଗୀ । ଏହି…
Read More...