ବ୍ରହ୍ମପୁରର MKCG ମେଡିକାଲ କଲେଜ ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ
ବ୍ରହ୍ମପୁରର MKCG ମେଡିକାଲ କଲେଜ ନର୍ସିଂ ହଷ୍ଟେଲରେ ଲାଗିଲା ନିଆଁ। ଶୁକ୍ରବାର ଦିନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଥିବା ନର୍ସିଂ କଲେଜର ବାଳକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ଚିନ୍ତାଜନକ…
Read More...
Read More...