Browsing Tag

MKCG Medical College

ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି…
Read More...

ପୁଣି MKCGରେ ରାଗିଂ ଅଭିଯୋଗ, ଆଜି ବସିବ ଆଣ୍ଟି ରାଗିଂ ସେଲ ବୈଠକ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର । ଏପରିକି ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜେନେରାଲ ବଡିଂ ମିଟିଂ…
Read More...

MKCGରେ ଅଗ୍ନିକାଣ୍ଡ : କିଛି କର୍ମଚାରୀ ଅସୁସ୍ଥ

ବ୍ରହ୍ମପୁର: MKCG ମେଡିକାଲ୍‌ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟ୍‌ରୁ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଥିଲା ନିଆଁ । ବାୟୋ କେମିଷ୍ଟ୍ରୀ ବିଭାଗର ବିଭିନ୍ନ ରସାୟନ ପଦାର୍ଥ…
Read More...

ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା, ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ RDC

ବ୍ରହ୍ମପୁର: MKCGରେ ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ RDC । ସୋସିଆଲ୍‌ ମିଡିଆର ଏକ ପୋଷ୍ଟକୁ ନେଇ ରିପୋର୍ଟ ତଲବ । ତୁରନ୍ତ ଏନେଇ RDCଙ୍କୁ ରିପୋର୍ଟ ପାଇଁ ସଚିବଙ୍କ ପକ୍ଷରୁ ଚିଠି । ତେବେ ଏମ୍‌କେସିଜିର ଏସ୍‌ଏନ୍‌ସିୟୁ…
Read More...

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ

ବ୍ରହ୍ମପୁର-: ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ । ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ ହୋଇଛି । ରେଗିଂ କରିଥିବା ଦୁଇ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି…
Read More...

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ପ୍ରଥମେ ଜଣାପଡିଥିଲା। ପରେ ଏଠାରୁ ଧୂଆଁ ବାହାରିବା ପରେ ଲୋକ ତଥା ରୋଗୀମାନେ ବାହାରକୁ ପଳାଇ ଆସିଥିଲେ। ତେବେ ସମସ୍ତ ବ୍ୟକ୍ତି ବିଶେଷ ସୁରକ୍ଷିତ ଥିବା…
Read More...