Browsing Tag

MKCG

ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି…
Read More...

ପୁଣି MKCGରେ ରାଗିଂ ଅଭିଯୋଗ, ଆଜି ବସିବ ଆଣ୍ଟି ରାଗିଂ ସେଲ ବୈଠକ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର । ଏପରିକି ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜେନେରାଲ ବଡିଂ ମିଟିଂ…
Read More...

ଏମକେସିଜି ମେଡିକାଲରେ ଜଣେ ଡିପଥେରିଆ ରୋଗିଙ୍କ ମୃତ୍ୟୁ

ବ୍ରହ୍ମପୁର : ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା।…
Read More...

ଖେଳନେଲା ରୋଗୀ ଜୀବନ!

ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କରପଡା ଗାଁର ହିମାଂଶୁ ଶେଖର ପ୍ରଧାନଙ୍କ ଗୋଡରେ ଆଘାତ ଲାଗିଥିଲା ।ଜୋରରେ ରକ୍ତସ୍ରାବ ହେବାରୁ ତାଙ୍କୁ ୧୫ ତାରିଖ ଦିନ ମେଡିକାଲରେ ଆଡମିଟ୍ କରାଯାଇଥିଲା ।ହେଲେ କିଛି ପିଜି…
Read More...

ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲର ସର୍ଜରୀ ବିଭାଗରେ ବିରଳ ଅସ୍ତ୍ରୋପଚାର ହୋଇଥିବା ଦେଖିବାକୁ ମିଳିଛି । ପେଟ ପାଖରେ ହେଲା ମଳତ୍ୟାଗ ପାଇଁ ଅପରେସନ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ରଙ୍କର ଏହି ଅପରେସନ ହୋଇଛି । ଗତ ୯…
Read More...

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି : ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସର୍ଵ ସମ୍ମୁଖରେ ହଣାମରା। ଗୋଟାଏ ଗୋଷ୍ଠୀର ଜଣେ ମୃତ,ଦୁଇଜଣ ଗୁରୁତର ଆହତ । ଘଟଣା ଘଟିଛି ପାତ୍ରପୁର ବ୍ଲକ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ। ମୃତକ ହେଲେ ଏମ ରାମା ରାଓ,ଗୁରୁତର ଦୁଇଜଣ ହେଲେ ଏମ କ୍ରୀଷ୍ଣା ଏବଂ ଏମ ନର୍ସୟା। ଗୋଷ୍ଠୀ…
Read More...

ଏମକେସିଜିରେ କୋରୋନା ସଂକ୍ରମିତ ମହିଳା ଜନ୍ମଦେଲେ ଯାଆଁଳା ଶିଶୁ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଏମକେସିଜିରେ କୋରୋନା ସଂକ୍ରମିତ ମହିଳା ଜନ୍ମଦେଲେ ଯାଆଁଳା ଶିଶୁ । ଆଜି ସକାଳୁ ସିତଲାପଲ୍ଲୀ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲାର ଜଣେ ୩୨ ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ…
Read More...