Browsing Tag

Mizoram

ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳଙ୍କ ପରଲୋକ

ମିଜୋରାମ: ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳଙ୍କ ପରଲୋକ। ଆଜି ଦିଲ୍ଲୀରେ ତାଙ୍କର ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ…
Read More...

ମିଜୋରାମରେ ଧସିଲା ପଥର ଖଣି ; ୧୦ ମୃତ

ମିଜୋରାମ: ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି । ଏଥରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ମାଟି ଅତଡା ଭିତରେ ଫସି ରହିଛନ୍ତି । ସ୍ଥାନୀୟ…
Read More...

ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ମିଜୋରାମ:ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ମୋଟ ୧୨୭୬ଟି ମତଦାନ କେନ୍ଦ୍ରରେ ମିଜୋରାମର ୮,୫୧,୮୯୫ ଜଣ ଭୋଟର ମତ ଦାନ କରୁଛନ୍ତି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଦିନ ୧ଟା ସୁଦ୍ଧା ୫୨.୭୩ ପ୍ରତିଶତ ମତଦାନ ହୋଇଛି। ତେବେ ଏହି ନିର୍ବାଚନରେ ମୋଟ ୪୦ ଟି ଆସନ…
Read More...