Browsing Tag

missing

ନଦୀରେ ବୁଡ଼ି ୨ମୃତ, ୨ନିଖୋଜ

ବାଲିଅନ୍ତା/ ଜିତେନ୍ଦ୍ର କୁମାର ବେଉରା:  କୁଆଖାଇ ନଦୀରେ ବୁଡ଼ି ୨ ମୃତ ୨ ନିଖୋଜ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଧବଳାହାର ନିକଟସ୍ଥ କୁଆଖାଇ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ଏବଂ ପୋଲିସ ପହଞ୍ଚି ଖୋଜାଖୋଜି…
Read More...

ରାଜଧାନୀରେ ପୁଣି ୧୬ ବର୍ଷର ନାବାଳକ ନିଖୋଜ; ମୈତ୍ରୀ ବିହାର ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ରାଜଧାନୀରେ ପୁଣି ନାବାଳକ ନିଖୋଜ | ପୁଅ ନିଖୋଜ ନେଇ ଥାନାରେ ଅଭିଯୋଗ | ୪ ଦିନ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ଗାଳି ଦେଇଥିଲେ | ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରି ବିହାର ଅଂଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ସେ ଏଲେନ…
Read More...

ଟିଟିଲାଗଡରୁ ଠାବ ହେଲେ ଦୁଇ ନିଖୋଜ ଛାତ୍ର

ଭୁବନେଶ୍ୱର : ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କୁ ଠାବ କରାଯାଇଛି । ଟିଟିଲାଗଡରୁ ମିଳିଛନ୍ତି ଦୁଇ ଛାତ୍ର । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡ ଯାଉଥିବା କୁହାଯାଉଛି । ଭୁବନେଶ୍ୱରରୁ କେମିତି ଟିଟିଲାଗଡ ଗଲେ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ସ୍ଥାନୀୟ…
Read More...

ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷା ଅଜିତ କୁମାର ସାହୁ ନିଖୋଜ

କନ୍ଧମାଳ  / ମୃତ୍ୟୁଞ୍ଜୟ ଦିଗାଲ:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜାଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରା ରେ ଅତିଥି ଭାବରେ ଯୋଗ ଦେବାପାଇଁ…
Read More...