ମାଓବାଦୀଙ୍କ ହମଲା, ୩ ସିଆରପିଏଫ ଯବାନ ସହିଦ
ନୂଆପଡା: ସିଆରପିଏଫ ଯବାନ ଓ ମାଓବାଦୀଙ୍କ ଗୁଳିବିନିୟ ଫଳରେ ୩ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନମାନେ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂ ବୋଲି ଜଣାପଡିଛି। ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଥିବା ଜଣାପଡିଛି। ସମ୍ପୃକ୍ତ…
Read More...
Read More...