Browsing Tag

minu sahoo

ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

ଅନୁଗୋଳ/ସୁଧାକର ସାହୁ: ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ । ଆନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର କାରଖାନା ମେନ ଗେଟ୍ ସମ୍ମୁଖରେ ଘଟିଛ ଏଭଳି ଅଘଟଣ । ଏଥିରେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ…
Read More...

ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏବେବି କାହାରି ମନରୁ ଲିଭିନି ସେ କାଳ ରାତିର କରୁଣ ଦୃଶ୍ୟ । ତେବେ ଏହାର ତଦନ୍ତ କରୁଛି ସିବିଆଇ । ଏହି ସମୟରେ କେନ୍ଦ୍ର ପକ୍ଷରୁ ନିଆଯାଇଛି ଏକ ବଡ ନିଷ୍ପତ୍ତି । ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା…
Read More...

୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ମହାବାହୁ

ପୁରୀ: ଲୀଳା ସାରି ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ଦ୍ୱିପ୍ରହରେ ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ…
Read More...

ଭୂସ୍ଖଳନରେ ଧୋଇଗଲା ବଦ୍ରିନାଥକୁ ସଂଯୋଗ କରୁଥିବା ରାଜପଥ

ଉତ୍ତରାଖଣ୍ଡର : ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି । ବିଶେଷକରି ଦେବଭୂମି ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ।ତେଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ସତର୍କତା ଜାରି…
Read More...

ପୁଣି କୁମ୍ଭୀର ନେଲା ଅଉଏକ ଜୀବନ

କେନ୍ଦ୍ରାପଡା: ପୁଣି କୁମ୍ଭୀର ନେଲା ଅଉଏକ ଜୀବନ । ଏବେ ବି ବ୍ରାହ୍ମଣୀ ନଦୀରେ ଆତଙ୍କ ଖେଳାଉଛି କୁମ୍ଭୀର । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର…
Read More...

ଛୁଆ ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ପିଟିଲେ ଗ୍ରାମବାସି

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଛୁଆ ଚୋରି ସନ୍ଦେହରେ ଯୁବକଙ୍କୁ ମାଡ । ଯଶିପୁର ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସି । କେନ୍ଦୁମୁଣ୍ଡି ଗାଁରୁ ଛୁଆ ଚୋରି ହେଉଥିବା ନେଇ ଯଶିପୁର ଥାନାରେ ଅଭିଯୋଗ ହୋଇଛି । ଖବରପାଇ ଘଟଣା ସ୍ଥଳରେ…
Read More...

ବାହନଗା ରେଳ ଦୁର୍ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

କଟକ: ବାହନଗା ରେଳ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିହାରର ମନୀଷ କୁମାର ବୋଲି କୁହାଯାଉଛି । ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ । ଦୁର୍ଘଟଣାରେ…
Read More...

ଦୁର୍ଘଟଣାର ୬ଦିନ ପରେ ମିଳିଛି ‘ଟାଇଟନ’ ବୁଡାଜାହାଜର ଭଗ୍ନାବଶେଷ

ମିଳିଲା ‘ଟାଇଟନ’ର ଭଗ୍ନାବଶେଷ । ଦୁର୍ଘଟଣାର ୬ଦିନ ପରେ ମିଳିଛି ‘ଟାଇଟନ’ ବୁଡାଜାହାଜର ଭଗ୍ନାବଶେଷ । ଆଉ ସେଥିରୁ ମଧ୍ୟ ମିଳିଛି ମଣିଷର ଦେହାବଶେଷ । ଏଗୁଡା ବୁଡାଜାହାଜରେ ପ୍ରଣ ହରାଇଥିବା ଯାତ୍ରୀ ମାନଙ୍କର ବୋଲି ଅନୁମାନ କରାଯାଉଛି । ଆଟଲାଣ୍ଟିକ ମହାସାଗରରେ ବୁଡି ରହିଥିବା ଟାଇଟାନିକ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

କଳାହାଣ୍ଡି/ ଗୋଲାପ ସାହୁ : ବାଇକ ଦୁର୍ଘଟଣାରେ ଚାଲିଗଲା ଜୀବନ । କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ରିଜ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସନ୍ଧ୍ୟା ସମୟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛିନ୍ତି ।…
Read More...

ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି ବାହୁଡା ଯାତ୍ରା

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ଜଗନ୍ନାଥମନ୍ଦିରକୁ ବାହୁଡିଛନ୍ତି ତିନି ଠାକୁର । ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି ବାହୁଡା ଯାତ୍ରା । ରାୟଗଡା ଜିଲ୍ଲା ବିଷମ କଟକ ଠାରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ବେଶ୍ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି । ଆଡପ ମଣ୍ଡପରେ ତିନି ଠାକୁରଙ୍କୁ…
Read More...