Browsing Tag

minu sahoo

ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା

ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବ । ରାଜ୍ୟ ମନୋନୟନ ବୋର୍ଡ( ଏସଏସବି) ଦ୍ୱାରା ଏହି ପ୍ରବେଶିକା ପରୀକ୍ଷା କରାଯିବ । ଏଥି ନିମନ୍ତେ ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖ ଠାରୁ ଆରମ୍ଭ ହେବ…
Read More...

ବଢିଲା ଗ୍ୟାସ ଦର, ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋସେଇ ଘରେ ମହଙ୍ଗା ମାଡ । ପରିବା ପରେ ବଢିଲା ଗ୍ୟାସ ଦର । ଏହା ଘରୋଇ ଗ୍ୟାସ ନୁହେଁ ବଢିଛି କମର୍ସିଆଲ ଗ୍ୟାସ ଦର । ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି ହୋଇଥିବା କୁହାଯାଉଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ ୧,୭୭୩ଟଙ୍କା ଥିବା ବେଳେ ଏବେ ୧୭୮୦ ଟଙ୍କାକୁ ବୃଦ୍ଧି…
Read More...

ଆଜି ସରୁଛି +୩ ନାମଲେଖା ଆବେଦନର ଅବଧି

ଭୁବନେଶ୍ୱର: ଆଜି ଯୁକ୍ତ ତିନି ନାମଲେଖା ଆବେଦନ କରିବାର ଶେଷ ତାରିଖ । ଆବେଦନ ସରିବା ପରେ ଆସନ୍ତା ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୭ରେ ଦ୍ୱତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ…
Read More...

ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ: ଜୁଲାଇ ୧୩ରେ ଚନ୍ଦ୍ରକୁ ଯିବ ଚନ୍ଦ୍ରାୟାନ-୩ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବବୋଲି ଆଶା ପ୍ରକାଶ କରିଛନ୍ତି ଏସ.ସୋମନାଥ । ସୂଚନା ମୁତାବକ କମ ହେଲେ ଜୁଲାଇ ୧୩ରୁ ମିଶନ ଆରମ୍ଭ ହେବ । ଅନ୍ୟଥା…
Read More...

ଜୁନ ଶେଷ ସୁଦ୍ଧା ୨.୭୨ଲକ୍ଷ କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ ଫେରସ୍ତ

ଜୁନ ଶେଷ ସୁଦ୍ଧା ୨.୭୨ଲକ୍ଷ କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ ଫେରସ୍ତ ହୋଇଛି ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବର୍ତ୍ତମାନ କେବଳ ୮୪,୦୦୦କୋଟି ଟଙ୍କା୨,୦୦୦ଟଙ୍କିଆ ନୋଟ ପ୍ରଚଳନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।ଗତ ମେ ମାସ ୧୯ ତାରିଖରେ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର…
Read More...

ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନବରଙ୍ଗପୁର : ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ ।୫ଦିନିଆ ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର ହୋଇଥିଲେ । ଦୀର୍ଘ ୫ଦିନ ଧରି ଭିଜିଲାନ୍ସର କଟକ କାର୍ଯ୍ୟାଳୟରେ ତାଙ୍କୁ ଜେରା କରିଥିଲା । ଏନେଇ…
Read More...

“ବୁଗିନ ହୋ” ଶିକ୍ଷା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର: ବୁଗିନ ହୋ ଶିକ୍ଷାକେନ୍ଦ୍ରରେ ପାଳିତ ହୋଇଯାଇଛି ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଗୋଡିବାରି ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ୟ୍ୟକ୍ରମରେ "ଜୟ ଓଡ଼ିଶା" ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି…
Read More...

ଗାଧୋଇବାକୁ ଯାଇ ପାଣିରେ ବୁଡି ଚାଲିଗଲା ଜୀବନ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ପାଣିରେ ବୁଡି ଚାଲିଗଲା ଜୀବନ । ସାନଖେଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଲରାପଦରା ହାଡି ନାଳ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସେରଗଡ ବ୍ଲକ ହିଂଜିଳି ଥାନା ପଥରପୁଞ୍ଜି ଗ୍ରାମର ବିନ ସ୍ୱାଇଁ(୫୨)ବୋଲି ଜଣାପଡିଛି ।…
Read More...

ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକର ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାର ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁରକ୍ଷା ଜନିତ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟୁତ ଗ୍ରାହକ…
Read More...

ଥାଇଲାଣ୍ଡ ଠାରେ ଆୟୋଜିତ ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ ପଟ୍ଟନାୟକ

ବିଷମକଟକ / ରବୀନ୍ଦ୍ର କୁମାର ସାହୁ : ଆନ୍ତର୍ଜାତୀୟ ସଫ୍ଟ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ । ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ରାୟଗଡା ଜିଲ୍ଲା ବିଷମକଟକର ପୁଅ ମନ୍ମୟ ପଟ୍ଟନାୟକ । ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ…
Read More...