ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ଵର / ଅଜିତ କୁମାର ସାହୁ: ବାଲେଶ୍ଵର ଜିଲା ବସ୍ତା ବ୍ଲକ ଅମର୍ଦ୍ଦାରୋଡ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ " ସ୍ବଚ୍ଛତା ହିଁ ସେବା " କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷି ରେ ଏକ ସଭା ଆୟୋଜନ ହୋଇଯାଇଛି । ଆୟୁର୍ବେଦିକ ଡାକ୍ତର ମିନାକ୍ଷୀ ରାଣୀ ପଣ୍ଡାଙ୍କ ପୌରହିତରେ…
Read More...
Read More...