Browsing Tag

minu sahoo

ଜାମ୍ମୁ ଓ କାଶ୍ମୀରରେ ଭୂମିକମ୍ପ ଅନୁଭୁତ, ଭୂମିକମ୍ପର ତୀବ୍ରତା ୪.୯ ରହିଛି

ଆଜି ସକାଳେ ଜାମ୍ମୁ ଓ କାଶ୍ମୀରରେ ଭୂମିକମ୍ପ ଅନୁଭୁତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ରହିଛି । ‘ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି’ର ସୂଚନା ଅନୁଯାୟୀ ଆଜି ଭୋର ୫.୩୮ ମିନିଟରେ ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ସଂଘଠିତ ହୋଇଥିଲା ଭୂମିକମ୍ପ । ଏ ନେଇ ଟ୍ୱିଟ ଯୋଗେ ‘ନ୍ୟାସ୍ନାଲ୍…
Read More...

କୁମ୍ଭାର ଉନ୍ନୟନ ପରିଷଦରର ନୂତନ ଜିଲ୍ଲା ସଂପାଦକ ହେଲେ ଭୁବନେଶ୍ୱର ବେହେରା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁରରେ ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ଉନ୍ନୟନ ପରିଷଦର ଜିଲ୍ଲା ସଭାପତି ଭୀମ ଚରଣ ରାମ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଳକର କର୍ମକର୍ତ୍ତା, ସକ୍ରିୟ ସଦସ୍ୟ ଯୋଗ…
Read More...

ସୁଦାନସେନା ଏୟାରଷ୍ଟ୍ରାଇକରେ ୨୨ ଜଣଙ୍କ ମୃତ୍ୟୁ

ସୁଦାନସେନା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କ ମୃତ୍ୟୁ । ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାରଷ୍ଟ୍ରାଇକ୍ ହୋଇଛି । ସୁଦାନ ସେନା ପଶ୍ଚିମ ଓମଗୁରମ୍ୟାନରେ ଏୟାରଷ୍ଟ୍ରାଇକ କରିଛି । ଫଳରେ ୨୨ ଜଣଙ୍କ ପ୍ରାଣ ହାନି ହୋଇଥିବା ବେଳେ ଆନେକ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଦିର୍ଘ ୧୨ ସପ୍ତାହ ଧରି…
Read More...

ପାଗ ଖରାପ ପାଇଁ ସ୍ଥଗିତ ରହିଛି ଅମରନାଥ ଯାତ୍ରା

ସାମୟିକ ଭାବେ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଗ ଖରାପ ହୋଇଥିବାରୁ ଯାତ୍ରାକୁ ସ୍ଥଗତ ରଖାଯାଇଥିବା କୁହାଯାଉଛି । ଯାତ୍ରା ସ୍ଥଗିତ ହେବାରୁ ପ୍ରାୟ ୬ହଜାର ଶ୍ରଦ୍ଧାଳୁ ରାମବନରେ ଫଶି ରହିଥିବା କୁହାଯାଉଛି । ପ୍ରବଳ ବର୍ଷା ହେବା ଫଳରେ ଭକ୍ତ ମାନେ ଆଗକୁ ଯାତ୍ରା କରିପାରୁ ନାହାନ୍ତି ।…
Read More...

ହାତୀ ପଲ ଦେଖି ଲୋକେ ଆତଙ୍କିତ

ବିଷମ କଟକ /ରବିନ୍ଦ୍ର କୁମାର ସାହୁ: ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ରାୟଗଡ଼ା ଜିଲ୍ଲା ବିଷମ କଟକ ବନଖଣ୍ଡ ଅନ୍ତର୍ଗତ ଚାଞ୍ଚଡା ଗୁଡା ପଞ୍ଚାୟତର ସାନ ସାର୍ତେଲି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ଦେଖାଯାଉଛି । ଯାହାକୁ ନେଇ ଲୋକେ ଆତଙ୍କ…
Read More...

ପୁଣି ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି

ବାଲେଶ୍ୱର : ପୁଣିଥରେ ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି । ଜିଲ୍ଲା ବିଜେଡି ସଭାପତି ଅଶ୍ୱିନୀ କୁମାର ପାତ୍ର ହୋଇଥିବା ବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ୱାଳ ବିରିଷ୍ଠ…
Read More...

ଜୁଲାଇ ୧୪ରେ ଚନ୍ଦ୍ରକୁ ଉତକ୍ଷେପଣ କରାଯିବ ଚନ୍ଦ୍ରାଯାନ-୩

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ରକୁ ଉତକ୍ଷେପଣ କରାଯିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ଘୋଷଣା କରିଛି। ଏହି ମହାକାଶଯାନ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଉଡ଼ାଣ ଭରିବ ବୋଲି…
Read More...

ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗର ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଂ ଏକାଡେମୀ ଓ ଏସଆଇଏସ ଇଣ୍ଡିଆ ଲିଃ କଟକ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ବ୍ଳକର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର…
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଆରଆଇ ଗୁରୁତର

ବଲାଙ୍ଗୀର: ବାଲି ମାଫିଆଙ୍କ ଗୁଣ୍ଡାଗିରୀ । ଆରଆଇଙ୍କୁ ଆକ୍ରମଣ କଲେ ବାଲିମାଫିଆ । ବଲାଙ୍ଗୀରରେ ବାଲିମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଆରଆଇ । ବାବୁଫାସଡର ଆରଆଇ ସୁଶାନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ, ଅଙ୍ଗ ନଦୀରୁ ବାଲି ଚାଲଣ ବେଳେ ବାଲି ବୋଝେଇ ଗାଡ଼ିକୁ ଅଟକ…
Read More...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ ସିଂ ମଧ୍ୟ ସ୍ଥାନ ପାଇନାହାନ୍ତି । ଯାହାକି ପ୍ରଂଶସକଙ୍କୁ ନିରାଶ କରିଛି । ଆଇପିଏଲରେ ରିଙ୍କୁ ଦମଦାର…
Read More...