Browsing Tag

minu sahoo

ମହାସମାରୋହରେ ଉଦ୍ୟାପିତ ହେଲା ସାଲେପୁର ମୁନ୍ସୀ ମେଳଣ

ସାଲେପୁର/ ତାରାକାନ୍ତ ନାୟକ : ସାଲେପୁରକୁ ଭାଇଚାରାର ପ୍ରତୀକ ସହରବୋଲି କୁହାଯାଇଥାଏ । ସେହି କଟକ ଜିଲ୍ଲା ସାଲେପୁର ସହରରେ ମୁନ୍ସୀ ମେଳଣ ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି ।।୧୯୨୬ ମସିହାରୁ ସାଲେପୁର ଥାନା ପକ୍ଷରୁ ମେଳଣର ଆୟୋଜନ କରାଯାଉଛି।ସବୁ ବର୍ଷ ପରି ଚଳିତ ବର୍ଷ…
Read More...

ରାଉରକେଲା ରେ ୬୦୦ରୁ ଉର୍ଦ୍ଧ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା : ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ରାଉରକେଲା ବିମାନବନ୍ଦରରେ ୫ଟା ୨୦ମିନିଟରେ ପହଞ୍ଚିବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେଠାରେ ପହଁଞ୍ଚି ପ୍ରଥମେ ବର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ…
Read More...

ଥରକୁ ଥର ଆଫଗାନିସ୍ତାନରେ ଭୂକମ୍ପର ଝଟକା

ତ୍ତୁର୍କୀ ପରେ ଏବେ ଆଫଗାନିସ୍ତାନରେ ଥରକୁ ଥର ଭୂକମ୍ପ ହେବାରେ ଲାଗିଛ । ଆଜି ମାଧ୍ୟ ଆଫଗାନିସ୍ତାନରେ ଏକ ଭୂକମ୍ପର ଝଟକା ଲାଗିଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକଡ କରାଯାଇଛି । ଏଥିସହିତ ଭୂକମ୍ପର କେନ୍ଦ୍ର ସ୍ଥଳର ଫୈଜାବାଦ ହୋଇଥିବା ବୈଜ୍ଞାନୀକ ମାନେ ସୂଚନା ଦେଇଛନ୍ତି । ଏହି…
Read More...

ବିସ୍ଫୋରଣରେ ତାଲିବାନୀ ଗଭର୍ଣ୍ଣରଙ୍କ ମୃତ୍ୟୁ

କାବୁଲ: ଆଫଗାନୀସ୍ତାନରେ ବିସ୍ଫୋରଣ । ଆଫଗାନୀସ୍ତାନର ବଲ୍ଗ ଅଞ୍ଚଳରେ ବଡଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫାରଣରେ ବଲ୍ଗ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୁତ୍ୟୁ ହୋଇଥବା ସୂଚନା ରହିଛି । ସୂଚନା ଅନୁଯାଇ ଗଭଣକର୍ଣା ଅଫିସରେ ଥିବା ବେଳେ ହିଁ ଏହି ବିସ୍ଫାରଣ…
Read More...

ପାରାକୁ ଭୁବନେଶ୍ୱର ଫରେନ୍ସି ଲ୍ୟାବକୁ ନିଆଯାଇଛି କରାଯିବ ଯାଞ୍ଚ

ଭୁବନେଶ୍ୱର: ପାରାକୁ ନିଆଗଲା ଫରେନ୍ସି ଲ୍ୟାବ । କ୍ୟାମେରା, ଚିପ୍ ଏବଂ ପାରା ଦେହରେ ଲେଖା ଯାଇଥିବା ଚିଠି କରାଯିବ ଅନୁଧ୍ୟାନ । ପାଦ୍ୱୀପରୁ ଧରାଯାଇଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯାଇ ପରେ ଭୁବନେଶ୍ୱର ଫରେନ୍ସି ଲ୍ୟାବକୁ ନିଆଯାଇଛି । ଯାଞ୍ଚ ପାଇଁ କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର…
Read More...

କପି ରେକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖ ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ପରୀକ୍ଷା ଦେବା ସହ କପି ରେକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥର ପରୀକ୍ଷା ହଲ ଗୁଡିକୁ ଅଚାନକ ଗସ୍ତ କରିବେ…
Read More...

ସରୁଛି ମନୀଷ ସିସୋଦିଆଙ୍କ ରିମାଣ୍ଡ

ନୂଆଦିଲ୍ଲୀ: ଆଜି ସରୁଛି ମନୀଷ ସିସୋଦିଆଙ୍କ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରାଯାଇଛି ରିମାଣ୍ଡ । ଗତ ୪ତାରିଖରେ ସିସୋଦିଆଙ୍କ ରିମାଣ୍ଡ ଅବଧିକୁ ଆଉ ବଢାଇଥିଲେ ରାଉଜ ଆଭେନ୍ୟୁକୋର୍ଟ । ପ୍ରଥମେ ସିବିଆଇ…
Read More...

ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡା ନୀତି

ପୁରୀ: ଆଜି ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ମେଣ୍ଢାପୋଡି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମେଣ୍ଢାପୋଡା ନୀତି ଅନୁଷ୍ଠିତ ହେବ । ଏହି ନୀତି ଦୋଳ ପୂର୍ଣ୍ଣିମା ପୂର୍ବଦିନ ଅନୁଷ୍ଠିିତ ହୋଇଥାଏ । ଏଥିପାଇଁ ଆଜି ମଧ୍ୟାନ୍ନଧୂପ…
Read More...

ଭୂକମ୍ପରେ ଥରିଲା ନିକୋବର ଦ୍ୱୀପପୂଞ୍ଜ

ନୂଆଦିଲ୍ଲୀ: ଭୂକମ୍ପରେ ଥରୁଛି ସାରା ବିଶ୍ୱ । ଯାଉଛି ଅନେକ ଜୀବନ । ନିମୀସକେ ମାଟିରେ ମିଶି ଯାଉଛି ଅନେକ ବିରାଟ ଅଟାଳିକା । ଥମିବାର ନା ନେଉନି ଏହି ପ୍ରାକୃ୍ତିକ ବିପର୍ଯ୍ୟୟ । ଆଜି ସକାଳ ୫ଟା ୭ମିନିଟରେ ପୁଣି ନିକୋବର ଦ୍ୱୀପପୂଞ୍ଜରେ କରାଳ ରୂପ ଦେଖାଇଛି ଭୂକମ୍ପ । ଭୂକମ୍ପର ଉତ୍ପତିସ୍ଥଳ…
Read More...