ସୁନାଦେଇ ମନ୍ଦିରରୁ ୫ଲକ୍ଷ ଟଙ୍କାର ଅଳଙ୍କାର ଲୁଟି
ଭୁବନେଶ୍ୱର: ମନ୍ଦିରକୁ ବି ଛାଡିଲେନି ଚୋର । ସହିଦନଗର ଥାନା ନିକୋ ପାର୍କ ନିକଟ ତିନିମୁଣ୍ଡିଆ ଛକ ନିକଟରେ ଥିବା ସୁନାଦେଇ ମନ୍ଦିରରୁ ଲୁଟି ନେଲେ ଲୁଟେରା । ପାଖାପାଖି ୫ଲକ୍ଷ ଟଙ୍କାର ଠାକୁରାଣିଙ୍କ ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ମନ୍ଦରରେ ପୂଜା ପାଆନ୍ତି ମା ସୁନାଦେଇ । ଦୁର୍ବୃତ ମାନେ…
Read More...
Read More...