Browsing Tag

minu sahoo

ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରିବ ‘ପ୍ରେସ ଫୋରମ’ ସଂଗଠନ

ଯାଜପୁର/ ଜୟପ୍ରକାଶ ନାୟକ: ଦଶରଥପୁର ବ୍ଲକ ମଙ୍ଗଳପୁର ବଜାର ଠାରେ ଦଶରଥପୁର ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଜୟପ୍ରକାଶ ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ଦେବେନ୍ଦ୍ର କୁମାର ସାମଲ, ମନୋଜ କୁମାର ପୃଷ୍ଟି, ପ୍ରତାପ କୁମାର…
Read More...

ଗଞ୍ଜେଇ ଚୋରା ଚାଲଣ ବେଳେ ୨ ମହିଳାଙ୍କୁ ଧରିଲା ପୋଲିସ

ମୁନିଗୁଡ଼ା/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ଠାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ମୁନିଗୁଡ଼ା ପୋଲିସ । ୨୧କେଜି ଗଞ୍ଜେଇକୁ ୨ଜଣ ମହିଳା ଚାଲାଣ କରୁଥିବା ବେଳେ ଧରିଲା ପୋଲିସ । ସୂଚନା ଅନୁଯାଇ ୨ଟି ବ୍ୟାଗରେ ଗଞ୍ଜେଇ ଟ୍ରେନରେ…
Read More...

ମଣିପୁର ହିଂସା ପ୍ରଭାବିତ ଇଲାକାକୁ ସିଲ କଲା ସୁରକ୍ଷାବଳ

ମଣିପୁର:୫୦ରୁ ଅଧିକ ଦିନ ହେଲେ ବି ଥମିବାର ନା ନେଉନି ମଣିପୁର ହିଂସା । କେବଳ ରାଜଧାନୀ ନୁହେଁ ରାଜ୍ୟ ସାରା ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ହିଂସାରେ ପାଖାପାଖି ୧୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏପରି ସ୍ଥଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…
Read More...

ଆହତ ସମ୍ପର୍କୀୟଙ୍କୁ ଭେଟିଲେ ବିକ୍ରମ ଆରୁଖ ଓ ଲତିକା ପ୍ରଧାନ

ଭୁବନେଶ୍ୱର: ଦିଗପହଣ୍ଡି ବସ୍ ଦୁର୍ଘଟଣାକେ ମିଳିଲା ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ…
Read More...

ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ନେଲା ୧୨ ଜୀବନ

ଗଞ୍ଜାମ: ସଡକ ଦୁର୍ଘଟଣା ନେଲା ୧୨ଜଣ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଆହୁରି ୬ଜଣଙ୍କୁ କେସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ:…
Read More...

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରୁ ବିଷମ କଟକ ର ୨୦ଧର୍ମାନୁଷ୍ଠାନ ପାଇଁ ୧କୋଟି୫୦ଲକ୍ଷ

ବିଷମକଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା କୁ ସ୍ୱତନ୍ତ୍ର ସହାୟତା ଯୋଜନାରେ ମୁଖ୍ୟମନ୍ତ୍ରୀ ୧୫୫ଟି ପ୍ରକଳ୍ପ ପାଇଁ ୧୪କୋଟି ୮୧ଲକ୍ଷ ଟଙ୍କା ର ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ସେଥିରୁ ବିଷମ କଟକ ବ୍ଲକର ୨୦ ଟି ଧର୍ମାନୁଷ୍ଠାନ ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ରାଶି…
Read More...

ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟ ହୋଇଥିବା ସନ୍ଦେହ

କରଞ୍ଜିଆ / ବସନ୍ତ କୁମାର ସୋରେନ :ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଏକତାଳୀ ଗାଁ ମୁଣ୍ଡ ଜଙ୍ଗଲରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ । ମୃତ ମହିଳାଙ୍କ ପରିଚୟ ଜଣା ପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।…
Read More...

ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତ ରୁଦ୍ର ଭାନୁ ସତପଥୀ

ଇଣ୍ଡୋନେସିଆ: ଓଡିଆ ଏକାଡେମିକ ଉଦ୍ୟୋଗୀ ରୁଦ୍ର ଭାନୁ ସତପଥୀ, ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ରାଧିକାବାଇ ମେଘେ ମେମୋରିଆଲ କଲେଜ୍ ଅଫ୍ ନର୍ସିଂ, ଦତ୍ତା ମେଘେ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ଏଜୁକେସନ ଆଣ୍ଡ ରିସର୍ଚ ଟିରଥାନକର…
Read More...

ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଦି ଟାଇମ୍ସ ହାଇଅର ଏଜୁକେସନ ଏସିଆ ୟୁନିଭରସିଟି ରାଙ୍କି ୨୦୨୩ରେ କିଟ୍ ବିଶ୍ୱବିଦ୍ୟାଳୟ ବେଶ ଆଗରେ ରହିଚି । ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ବସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍…
Read More...

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଟ୍ରେନ ଦୃର୍ଘଟଣା

ବାଙ୍କୁଡା: ପୁଣି ଟ୍ରେନ୍ ଟ୍ରାଜେଡି । ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଟ୍ରେନ ଦୃର୍ଘଟଣା । ଦୁଇଟି ମାଲବାହୀ ଗାଡି ମୁହାଁମୁହିଁ ହେବାରୁ ୧୨ଟି ୱାଗନ ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ, ଭୋର ୪ଟା ବେଳେ ଓନ୍ଦା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଗୋଟିଏ ମାଲବାହୀ ଟ୍ରେନ…
Read More...