Browsing Tag

minu sahoo

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ଲକ୍ଷ ୭୦ହଜାର ୫୪୭ଆସନ ରହିଥିବାବେଳେ ୨ଲକ୍ଷ ୨୩ହଜାର ୩୬୪ ଜଣ ଅନଲାଇନ…
Read More...

ଲାଲକିଲ୍ଲାରେ ପଶିଛି ଯମୁନା ଜଳ

 ନୂଆ ଦିଲ୍ଲୀ : ଉତ୍ତରଭାରତରେ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି  । ଉଛୁଳା ବନ୍ୟାପାଣିରେ ବେହାଲ ରାଜଧାନୀ ।   ତେବେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାକ ଜଳସ୍ତର । ଜଳସ୍ତର ୨୦୭.୯୫ ମିଟରରେ ପହଞ୍ଚିଛି । ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଏବଂ ହରିୟାଣା ହଥିନିକୁଣ୍ତ…
Read More...

ଅପରାହ୍ନ ୨ଟା ୩୫ରେ ଏହାକୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩

ନୂଆ ଦିଲ୍ଲୀ: ପାଖେଇଲା ଭାରତର ତୃତୀୟ ମୁନ ମିଶନର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୁରୁବାର ଘୋଷଣା କରିଥିଲା । ଆନ୍ଧ୍ରପ୍ରଦେଶର…
Read More...

ଏଣିକି ଦେଖାଯିବନି ବିଦ୍ୟୁତ ବିଭ୍ରାଟ

ଭୁବନେଶ୍ୱର: ଏଣିକି ପ୍ରତିମାସରେ ଟାଟା ପାୱାର କାର୍ଯ୍ୟର ହେବ ସମୀକ୍ଷା । ରାଜ୍ୟରେ ଆଉ ଯେମିତି ବିଦ୍ୟୁତ ବିଭ୍ରାଟ ନହୁଏ ସେନେଇ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ଭଳି ଆସନ୍ତା ବର୍ଷ ସ୍ଥିତି ଯେମିତି ନହୁଏ । ସେନେଇ ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାରକୁ ତାଗିତ କରିଛନ୍ତି ଓଡୀଶା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ସ୍ୱାଗତ କରିଛନ୍ତି । ଫ୍ରାନ୍ସର ଜାତୀୟ ଦିବସ ଅର୍ଥାତ୍ ବାଷ୍ଟିଲ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ…
Read More...

ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ

ହାଟଡିହି /ବିଭୂତି ଭୂଷଣ ଜେନା: ଥାନାରୁ କଏଦୀ ଚମ୍ପଟ । କେନ୍ଦୁଝର ଆନନ୍ଦପୁର ଥାନାରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ କେନ୍ଦୁଝର ଏସପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୩ଜଣ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଏଏସଆଇ ଓ ଦୁଇ…
Read More...

ସତ ହେଲା କି ମାଳିକା ବଚନ ?

ସତ ହେଲା କି ମାଳିକା ବଚନ । କାହିଁ କେଉଁ କାଳରୁ ଅର୍ଥାତ୫୦୦ ବର୍ଷ ପୂର୍ବରୁ ବର୍ଣ୍ଣିତ ମାଳିକା ବଚନ ଏବେ ଅଙ୍ଗେ ନିଭାଉଛି ସାରା ଜଗତ । ମାଳିକାରେ କୁହାଯାଇଥିଲା ୨୦୨୩ , ୨୪ ଓ ୨୫ ରେ ପୃଥିବୀ ଉପରେ ପଡିବାକୁ ଥିବା ଦୁର୍ଭିକ୍ଷ ଗୁଡିକ ଧିରେ ଧିରେ ସତ ହେଉଛି । ଚଳିତ ବର୍ଷ ଅର୍ଥାତ ୨୦୨୩ ରେ…
Read More...

ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ

ଭୁବନେଶ୍ବର : ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ । ଉଠାଦୋକାନୀ ଓ ମାର୍କେଟ ଆସୋସିଏସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାର ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସିଏସନ । ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ…
Read More...

ଯମୁନା ନଦୀର ଜଳ ସ୍ତର ବଢି ଭିଆଇପି ଅଞ୍ଚଳରେ ପଶିଲା ପାଣି

ବଢୁଛି ଯମୁନା ନଦୀର ଜଳସ୍ତର । ଫଳରେ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଅନେକ ଭିଆଇପି ଅଞ୍ଚଳରେ ମଧ୍ୟ ପଶିଛି ପାଣି । ପାଣିରେ ବୁଡି ଯାଇଛି ରାସ୍ତାଘାଟ । ଟ୍ରେନ ଲାଇନରେ ମଧ୍ୟ ପଣି ପଶିଯାଇଛି ଫଳରେ ମେଟ୍ରୋ ଟ୍ରେନ ବାତିଲ କରାଯାଇଛି । ଯମୁନା ନଦୀର ଜଳସ୍ତର ବଢିବା ଯୋଗୁଁ ରିଙ୍ଗ ରୋଡ…
Read More...

ନାବାଳିକାଙ୍କ ତଣ୍ଟି କାଟି ହତ୍ୟା ଅଭିଯୋଗ

ବଲାଙ୍ଗିର: ନାବାଳିକାଙ୍କ ତଣ୍ଟି କାଟି ହତ୍ୟା ଅଭିଯୋଗ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ । ନାବାଳିକା ଜଣଙ୍କ ଯୁକ୍ତ ଦୁଇରେ ପଢୁଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳେ ନାବାଳିକାଙ୍କ ବାପା ମା କାମକୁ ଯାଇଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ…
Read More...