ସମ୍ବେଦନଶୀଳ ଫୁଟେଜଗୁଡିକୁ ଟିଭିରେ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ସମସ୍ତ ଟେଲିଭିଜନ ଚ୍ୟାନେଲକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି | ଏହି ଗାଇଡଲାଇନରେ ସମ୍ବେଦନଶୀଳ ଭିଡିଓ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ପ୍ରୋଗ୍ରାମ୍ କୋଡ୍ ଅନୁଯାୟୀ ମୃତ୍ୟୁ, ଅପରାଧ,…
Read More...
Read More...