Browsing Tag

MINISTER

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

ଫେବୃଆରୀ ପହିଲାରୁ ଗାଡି କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ସରକାର ଘୋଷଣା କରିଥିବାବେଳେ ଏବେ ଦୂରରୁ ଦେଖିଲେ ଜଣା ପଡିଯିବ ଗାଡି କାଗଜ ପତ୍ର ଓକେ ଅଛି କି ନାହଁ କାହିଁକି ନା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ବର୍ତ୍ତମାନ ରାସ୍ତା ଘାଟ ପ୍ରତେକଟି ପ୍ରଦୂଷଣ ସେଣ୍ଟର ଆଗରେ…
Read More...

ନୀତିଶ କୁମାରଙ୍କୁ ବଡ଼ ଝଟକା; ମନ୍ତ୍ରୀମଣ୍ଡଳରୁ ମାଞ୍ଝୀଙ୍କ ଇସ୍ତଫା

ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ଏହାକୁ ନେଇ ନୀତିଶ କୁମାରଙ୍କ ମହାମେଣ୍ଟ ସରକାରକୁ ବଡ ଝଟକା ଲାଗିଛି । ସେ ତାଙ୍କର ଇସ୍ତଫା ବିଷୟରେ ସଂସଦୀୟ କାର୍ୟ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ…
Read More...

ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାର୍ତ୍ତା

ଭୁବନେଶ୍ୱର/ହରପ୍ରସାଦ ବିଷୋୟୀ: ସାରା ବିଶ୍ୱ ଶିଶୁଙ୍କ ପାଇଁ ଚିନ୍ତିତ । କାରଣ ବିଭିନ୍ନ କାରଣରୁ ସେମାନେ ସ୍କୁଲ ଆସି ପାରୁନାହାନ୍ତି । କେଉଁଠି ଅଭିଭାବକଙ୍କ କାରଣରୁ ତ ଆଉ କେଉଁ କାରଣରୁ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଛି ଯେ ସବୁବେଳେ ପିଲା ସ୍କୁଲ ଆସିବେ । ଆମେ…
Read More...

ବିଜେପି ନେତାଙ୍କ ଅମାନବୀୟ କାଣ୍ଡ

ବାଙ୍ଗାଲୋର: ବିଜେପି ନେତାଙ୍କ ଅମାନବୀୟ କାଣ୍ଡ । କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଏକ ମହିଳା ଉପରକୁ ହାତ ଉଠାଇ ଏବେ ବିବାଦ ପଡିଛନ୍ତି । ଗତ ଶନିବାର ଦିନ ଏକ ସଭାରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ମନ୍ତ୍ରୀଙ୍କ ସହ ଦେଖା କରିବାକୁ…
Read More...

ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅମ୍ପାନ ପାଇଁ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା । ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାବାତ୍ୟା ‘ଅମ୍ପନ୍‌’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହୋଇଥାନ୍ତ। । ହେଲେ ଏହା…
Read More...

ପ୍ରବାସୀଙ୍କୁ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର,କାର୍ଯ୍ୟାନୁଷ୍ଠାନ ନିଆଯିବ : ମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକି ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନିନ୍ଦା କରିଛନ୍ତି ପଞ୍ଚାତିରାଜ ମନ୍ତ୍ରୀ…
Read More...

ଆହୁରି ମାସେ ଲକଡାଉନ ବଢାଯାଉ;ସ୍ୱାସ୍ଥ୍ୟ ମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆହୁରୀ ଏକ ମାସ ଲକଡାଉନ ବଢାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସ୍ୱସ୍ଥ୍ୟ…
Read More...

ଜୁନ ୧୭ ପରେ ବାକି ଥିବା ପରୀକ୍ଷା ହେବ, ଉଚ୍ଚଶିକ୍ଷା ମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଜୁନ ୧୭ ପରେ ବାକି ଥିବା ବିଷୟ ଗୁଡିକର ପରୀକ୍ଷା ହେବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । କୋରୋନା ପାଇଁ ରାଜ୍ୟରେ ଲକଡାଉନ ଚାଲିଛି । କେବେ ହେବ ବାକିଥିବା ସେମିଷ୍ଠାର ଓ ଏନଟ୍ରାନ୍ସ ଏଥିପାଇଁ ଛାତ୍ର ଛାତ୍ରୀ ଚିନ୍ତାରେ…
Read More...